ଗୃହ ମଧ୍ୟରେ ହଟ୍ଟଗୋଳ କରେନି ବିଜେଡ଼ି: ପ୍ରଧାନମନ୍ତ୍ରୀ
ସମୟ ଲାଇଭ୍,୧୮/୧୧: ରାଜ୍ୟସଭାରେ ଶୀତ ଅଧିବେଶନର ପ୍ରଥମ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜର ଅଭିଭାଷଣ ରଖିଛନ୍ତି। ତେବେ ଏହି ଅଭିଭାଷଣରେ ମୋଦୀ ଓଡ଼ିଶାର ଆଞ୍ଚଳିକ ଦଳ ବିଜେଡ଼ିର ପ୍ରଶଂସା କରିଥିବା ଦେଖିବାକୁ ମିଳିଥିଲା। ଗୃହର ମଧ୍ୟ ଭାଗକୁ ଆସି ବିଜେଡ଼ି ହଟ୍ଟଗୋଳ କରେ ନାହିଁ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ଦୁଇଟି ରାଜନୈତିକ ଦଳ ଗୃହର ନିୟମ ଭିତରେ ରହିଥା’ନ୍ତି ବୋଲି ସେ କହିଥିଲେ। ତେବେ ବିଜେଡ଼ି ବ୍ୟତିତ ସେ ରାଜନୈତିକ ଦଳ ଏନସିପିର ପ୍ରଶଂସା କରିଥିଲେ। […]
ସମୟ ଲାଇଭ୍,୧୮/୧୧: ରାଜ୍ୟସଭାରେ ଶୀତ ଅଧିବେଶନର ପ୍ରଥମ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜର ଅଭିଭାଷଣ ରଖିଛନ୍ତି। ତେବେ ଏହି ଅଭିଭାଷଣରେ ମୋଦୀ ଓଡ଼ିଶାର ଆଞ୍ଚଳିକ ଦଳ ବିଜେଡ଼ିର ପ୍ରଶଂସା କରିଥିବା ଦେଖିବାକୁ ମିଳିଥିଲା। ଗୃହର ମଧ୍ୟ ଭାଗକୁ ଆସି ବିଜେଡ଼ି ହଟ୍ଟଗୋଳ କରେ ନାହିଁ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ଦୁଇଟି ରାଜନୈତିକ ଦଳ ଗୃହର ନିୟମ ଭିତରେ ରହିଥା’ନ୍ତି ବୋଲି ସେ କହିଥିଲେ। ତେବେ ବିଜେଡ଼ି ବ୍ୟତିତ ସେ ରାଜନୈତିକ ଦଳ ଏନସିପିର ପ୍ରଶଂସା କରିଥିଲେ।
ବିଜେଡ଼ି ଓ ଏନସିପି ଠାରୁ ସମସ୍ତେ ଅନୁଶାସନ ଶିଖିବା ଦରକାର ବୋଲି ମଧ୍ୟ ମୋଦୀ କହିଛନ୍ତି।
Tags:




