କଟକ-ଚୌଦ୍ୱାର ବିଧାୟକଙ୍କ ଦ୍ୱାରା ଶୁଖିଲା ଖାଦ୍ୟ ବଣ୍ଟନ

ସମୟ ଲାଇଭ,12/4: କଟକ ଚୌଦ୍ୱାର ବିଧାୟକ ସୌଭିକ ବିଶ୍ବାଳଙ୍କ ସହଯୋଗରୁ ବିଜୁ ଯୁବ ଛାତ୍ର ଜନତା ଦଳର କର୍ମୀଙ୍କ ଦ୍ୱାରା  କଟକ ବିଦ୍ୟାଧରପୁର କଟକ ମହାନଗର ନିଗମର ୫୫ନମ୍ବର ୱାର୍ଡ କେଶପୁର ବାଘମୁଣ୍ଡା ସାହିରେ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଥିଲା। ସେହିପରି ବାସୁଳି ସାହିର ଦେବେନ୍ଦ୍ର ନଗର ବାଦିମୂଳ ଭୋଇ ସାହିରେ ଶୁଖିଲା ଓ ରନ୍ଧା ଖାଦ୍ୟ ବଣ୍ଟନ କରାଯାଇଥିଲା। ହିତାଧିକାରୀଙ୍କ ଭିତରେ ଭିନ୍ନକ୍ଷମ, ଶ୍ରମିକ ଓ ବାହାରେ ବୁଲୁଥିଲା ଅସହାୟ ଲୋକ ଅନ୍ତର୍ଭୁକ୍ତ ଥିଲେ। ଏହି […]

Samaya Live Picture
Published On

ସମୟ ଲାଇଭ,12/4: କଟକ ଚୌଦ୍ୱାର ବିଧାୟକ ସୌଭିକ ବିଶ୍ବାଳଙ୍କ ସହଯୋଗରୁ ବିଜୁ ଯୁବ ଛାତ୍ର ଜନତା ଦଳର କର୍ମୀଙ୍କ ଦ୍ୱାରା  କଟକ ବିଦ୍ୟାଧରପୁର କଟକ ମହାନଗର ନିଗମର ୫୫ନମ୍ବର ୱାର୍ଡ କେଶପୁର ବାଘମୁଣ୍ଡା ସାହିରେ ଶୁଖିଲା ଖାଦ୍ୟ ବଣ୍ଟନ କରାଯାଇଥିଲା। ସେହିପରି ବାସୁଳି ସାହିର ଦେବେନ୍ଦ୍ର ନଗର ବାଦିମୂଳ ଭୋଇ ସାହିରେ ଶୁଖିଲା ଓ ରନ୍ଧା ଖାଦ୍ୟ ବଣ୍ଟନ କରାଯାଇଥିଲା। ହିତାଧିକାରୀଙ୍କ ଭିତରେ ଭିନ୍ନକ୍ଷମ, ଶ୍ରମିକ ଓ ବାହାରେ ବୁଲୁଥିଲା ଅସହାୟ ଲୋକ ଅନ୍ତର୍ଭୁକ୍ତ ଥିଲେ। ଏହି ବଣ୍ଟନ କାର୍ଯ୍ୟରେ ବିଜୁ ଯୁବ ଛାତ୍ର ଜନତା ଦଳର ଚିନ୍ମୟ ଦାସ, ଭରତ ଚନ୍ଦ୍ର ବେହେରା, ଚିନ୍ମୟ ସାହୁ, ଶ୍ରୀମାଞ୍ଚଳ ବାରିକ, ଦୀପକ ଦାସ ,ପ୍ରଭାତ ବେହେରା ପ୍ରମୁଖ ଉପସ୍ଥିତ ରହି ସାମାଜିକ ଦୂରତା ଏବଂ ସତର୍କତା ସହ ବଣ୍ଟନ କରିଥିଲେ।

Tags: