Police saves a life from river
ଦେଶ- ବିଦେଶ 

ଗଭୀର ନଦୀ କୁ ଡେଇଁ ବୁଡ଼ି ଯାଉଥିବା ମହିଳାଙ୍କୁ ବଂଚାଇଲେ ମୁମ୍ବାଇ ପୋଲିସ

ଗଭୀର ନଦୀ କୁ ଡେଇଁ ବୁଡ଼ି ଯାଉଥିବା ମହିଳାଙ୍କୁ ବଂଚାଇଲେ ମୁମ୍ବାଇ ପୋଲିସ ମୁମ୍ବାଇ: ଜୁଲାଇ ୩୦: ମୁମ୍ବାଇ ର ଜଣେ ପୋଲିସ ନଦୀ ଭିତରକୁ ଡେଇଁ ଜଣେ ମହିଳାଙ୍କ ଜୀବନ ରକ୍ଷା କରିଛନ୍ତି I 30 ଫୁଟ ଗଭୀର ପାଣିରେ ନିଜ ଜୀବନ ପାଇଁ ସଂଗ୍ରାମ କରୁଥିବା ଜଣେ ମହିଳାଙ୍କୁ ବଞ୍ଚାଇବା ପାଇଁ ବୋରିଭାଲି ନିକଟ ମିଥୀ ନଦୀକୁ ଡେଇଁପଡିଥିଲେ ଏହି ପୋଲିସ କର୍ମଚାରୀ ଜଣକ I ସକାଳ ପ୍ରାୟ 11.30 ସମୟରେ ଏହି ଘଟଣା ଘଟିଥିଲା I ରାସ୍ତାରେ ଯାଉଥିବା କିଛି ବ୍ୟକ୍ତି ଏହି ଘଟଣା ଟି ଦେଖିଥିଲେ […]
Read More...

Advertisement