Police Inspector of Patana PS
ଓଡ଼ିଶା 

ମାଡ ମାରି ଫସିଲେ ଆଇଆଇସି ସନ୍ଧ୍ୟାରାଣୀ: ଜବାବ ତଲବ କଲେ ରାଜ୍ୟ ମାନବାଧିକାର କମିଶନ

ମାଡ ମାରି ଫସିଲେ ଆଇଆଇସି ସନ୍ଧ୍ୟାରାଣୀ: ଜବାବ ତଲବ କଲେ ରାଜ୍ୟ ମାନବାଧିକାର କମିଶନ Edited by Papu Mohanty ଭୁବନେଶ୍ୱର : May 19:ସହାୟତା ପାଇଁ ଥାନାକୁ ଆସିଥିବା ଜଣେ ଯୁବକଙ୍କୁ ଅତି ନିର୍ମମ ଭାବେ ମାଡ ମାରି ଗୁରୁତର କରିଥିବା କେନ୍ଦୁଝର ପାଟଣା ଥାନା ଆଇଆଇସି ଏବେ ହରଡଘଣାରେ ପଡିଛି । କରୋନା ସମୟରେ ଉଲ୍ଲେଖନୀୟ କାର୍ଯ୍ୟ କରି ରାଜ୍ୟ ବ୍ୟାପୀ ପୋଲିସ ପ୍ରଶଂସା ସାଉଁଟି ଥିଲାବେଳେ ପାଟଣା ଥାନା ଆଇଆଇସି ସନ୍ଧ୍ୟାରାଣୀ ଜେନାଙ୍କ କାର୍ଯ୍ୟ କଳାପ ପୋଲିସକୁ ନିନ୍ଦିତ କରିଛି । ଘଟଣାରୁ ଜଣାଯାଇଛି ଯେ ଜମି ବିବାଦକୁ […]
Read More...

Advertisement