Police Encounter
ଓଡ଼ିଶା 

ଅପରାଧ ଦୁନିଆର ବାଦଶାହା ଗ୍ୟାଙ୍ଗଷ୍ଟାର ହାଇଦରର ଖେଳ ଶେଷ

ଅପରାଧ ଦୁନିଆର ବାଦଶାହା ଗ୍ୟାଙ୍ଗଷ୍ଟାର ହାଇଦରର ଖେଳ ଶେଷ କେନ୍ଦ୍ରାପଡ଼ା: ଜୁଲାଇ ୨୫: ଗ୍ୟାଙ୍ଗଷ୍ଟର ସେକ ହାଇଦରର ପୋଲିସ ଏନ୍‌କାଉଣ୍ଟରରେ ମୃତ୍ୟୁ ହେବା ପରେ କେନ୍ଦ୍ରାପଡା ଅପରାଧ ଦୁନିଆର ବାଦଶାହା ହାଇଦରର ଖେଳ ଶେଷ ହୋଇଛି । ଶନିବାର ଦିନ ଚୌଦ୍ୱାର ଜେଲରୁ ତାକୁ ପୋଲିସ ବାରିପଦା ଜେଲ କୁ ନେଉଥିବା ବେଳେ ବାଲେଶ୍ୱର ସିମୁଳିଆ ଠାରେ ପରିଶ୍ରା କରିବା ବାହାନାରେ ସେ ଖସିପଳାଇଯିବାକୁ ଚେଷ୍ଟା କରୁଥିଲା I ଏହି ସମୟ ରେ ତାକୁ ଅଟକାଇବା ପାଇଁ ପୋଲିସ ପକ୍ଷରୁ ଗୁଳି ଚାଳନା କରାଯାଇଥିଲା I ସେଥିରେ […]
Read More...

Advertisement