pmuy update
ଦେଶ- ବିଦେଶ 

ଆସନ୍ତାକାଲି ହେବ ପ୍ରଧାନମନ୍ତ୍ରୀ ଉଜ୍ୱଳା ୨.୦ର ଶୁଭାରମ୍ଭ

ଆସନ୍ତାକାଲି ହେବ ପ୍ରଧାନମନ୍ତ୍ରୀ ଉଜ୍ୱଳା ୨.୦ର ଶୁଭାରମ୍ଭ ଭୁବନେଶ୍ୱର: ଅଗଷ୍ଟ ୯: ଆସନ୍ତା କାଲି ଅପରାହ୍ନ ୧୨.୩୦ ମିନିଟରେ ଏକ ଭିଡିଓ କଫେରେନ୍ସି ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉତ୍ତରପ୍ରଦେଶର ମୋହବାରେ ଏଲ୍‌ପିଜି ସଂଯୋଗ ହସ୍ତାନ୍ତର ସହିତ ଉଜ୍ୱଳା ୨.୦(ପ୍ରଧାନମନ୍ତ୍ରୀ ଉଜ୍ୱଳା ଯୋଜନା-ପିଏମ୍‌ୟୁଆଇ)ର ଶୁଭାରମ୍ଭ କରିବେ । ଉକ୍ତ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଉଜ୍ୱଳା ଯୋଜନାର ହିତାଧିକାରୀମାନଙ୍କ ସହିତ ଆଲୋଚନା କରିବା ସହ ଦେଶକୁ ସମ୍ବୋଧିତ କରିବେ । ୨୦୧୬ରେ ଆରମ୍ଭ ହୋଇଥିବା ଉଜ୍ୱଳା ଯୋଜନାରେ ଦେଶର ବିପିଏଲ୍‌ ପରିବାରର ୫ କୋଟି ମହିଳା ସଦସ୍ୟଙ୍କୁ ଏଲ୍‌ପିଜି […]
Read More...

Advertisement