PM Warns to BJP MPs
ରାଜନୀତି 

ସଂସଦରେ ବିଜେପି ସାଂସଦଙ୍କ ଅନୁପସ୍ଥିତିରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅସନ୍ତୋଷ: କହିଲେ ନିଜ ଭିତରେ ପରିବର୍ତ୍ତନ ଆଣ;ୁ ନଚେତ ଆମେ ତୁମକୁ ପରିବର୍ତ୍ତନ କରିବୁ

ସଂସଦରେ ବିଜେପି ସାଂସଦଙ୍କ ଅନୁପସ୍ଥିତିରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଅସନ୍ତୋଷ: କହିଲେ ନିଜ ଭିତରେ ପରିବର୍ତ୍ତନ ଆଣ;ୁ ନଚେତ ଆମେ ତୁମକୁ ପରିବର୍ତ୍ତନ କରିବୁ ଦିଲ୍ଲୀ: ଡିସେମ୍ବର ୦୭: ଆଜି ବିଜେପି ସଂସଦୀୟ ଶୀତକାଳୀନ ଅଧିବେଶନର ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅନୁପସ୍ଥିତ ସାଂସଦମାନଙ୍କ ଉପରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଏହାସହିତ ସେ ଦଳୀୟ ବୈଠକରେ ଯୋଗ ଦେଇନଥିବା ନିଜ ଦଳର ସାଂସଦମାନଙ୍କୁ ଚେତାବନୀ ମଧ୍ୟ ଦେଇଛନ୍ତି । ଅନୁପସ୍ଥିତ ସାଂସଦମାନଙ୍କ ପାଇଁ ପ୍ରଧାନମନ୍ତ୍ରୀ କହିଛନ୍ତି କି, ଛୋଟ ପିଲାଙ୍କ ଭଳି ଆପଣମାନଙ୍କୁ ବାରମ୍ବାର ଗୋଟିଏ କଥା କୁହାଯାଇପାରିବ ନାହିଁ । ଯଦି ଆପଣମାନେ ନିଜର ଅଭ୍ୟାସ ବଦଳାଇ ପାରୁ ନାହାଁନ୍ତି […]
Read More...

Advertisement