pm narendra modi
ଦେଶ- ବିଦେଶ 

ତିନି ଦିନ ବାଲି ଗସ୍ତରେ ପ୍ରଧାନମନ୍ତ୍ରୀ, ୧୭ତମ ଜି-୨୦ ସମ୍ମିଳନୀରେ ଯୋଗ ଦେବେ

ତିନି ଦିନ ବାଲି ଗସ୍ତରେ ପ୍ରଧାନମନ୍ତ୍ରୀ, ୧୭ତମ ଜି-୨୦ ସମ୍ମିଳନୀରେ ଯୋଗ ଦେବେ ନୂଆଦିଲ୍ଲୀ: ଇଣ୍ଡୋନେସିଆର ବାଲିରେ ଆୟୋଜିତ ହେବାକୁ ଥିବା ୧୭ତମ ଜି-୨୦ ସମ୍ମିଳନୀରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏଥିପାଇଁ ସେ ଆସନ୍ତା ୧୪ରୁ ୧୬ ତାରିଖ ଯାଏଁ ବାଲି ଗସ୍ତରେ ଯିବେ । ଏ ସମ୍ପର୍କରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ଆସନ୍ତା ଜି-୨୦ ସମ୍ମିଳନୀ ଭାରତରେ ଆୟୋଜନ ହେବ । ଏବେ ଇଣ୍ଡୋନେସିଆ ଏହାର ଅଧ୍ୟକ୍ଷତା କରୁଛି । ଭାରତ ବିଧିବଦ୍ଧ ଭାବେ ଇଣ୍ଡୋନେସିଆଠାରୁ ଜି-୨୦ ଶିଖର ସମ୍ମିଳନୀର ଅଧ୍ୟକ୍ଷତା […]
Read More...
ଦେଶ- ବିଦେଶ 

ପିଏମ୍‌ କେୟାର୍ସ ଫର୍‌ ଚିଲଡ୍ରେନ୍‌ ସ୍କିମର ଉନ୍ମୋଚନ

ପିଏମ୍‌ କେୟାର୍ସ ଫର୍‌ ଚିଲଡ୍ରେନ୍‌ ସ୍କିମର ଉନ୍ମୋଚନ ନୂଆଦିଲ୍ଲୀ: ମଇ ୩୦: ଆଜି ଭିଡିଓ କନଫରେନସିଂ ମାଧ୍ୟମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପିଏମ୍‌ କେୟାର୍ସ ଫର୍‌ ଚିଲଡ୍ରେନ୍‌ ସ୍କିମ୍‌ରେ ଥିବା ସୁବିଧା ଉନ୍ମୋଚନ କରିଛନ୍ତି । ଏହି ଯୋଜନାରେ ଆୟୁଷ୍ମାନ ଭାରତ-ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନାରେ ହେଲଥ୍‌ କାର୍ଡ ପ୍ରଦାନ କରାଯାଇଛି । ସ୍କୁଲ୍‌ ଯାଉଥିବା ପିଲାମାନଙ୍କ ପାଇଁ ପ୍ରଧାନମନ୍ତ୍ରୀ ବୃତ୍ତି ମଧ୍ୟ ଟ୍ରାନସଫର କରିଛନ୍ତି । ପିଏମ୍‌ କେୟାର୍ସ ମାଧ୍ୟମରେ ଭାରତ ସେହି ଅଭାବର ପରିପୂରଣ କରୁଛି । ଏହା ଖାଲି ଜଣେ ବ୍ୟକ୍ତି, […]
Read More...
ଦେଶ- ବିଦେଶ  ଓଡ଼ିଶା 

ମୋଦିଙ୍କୁ ଭେଟିଲେ ଓଡିଆ ଝିଅ

ମୋଦିଙ୍କୁ ଭେଟିଲେ ଓଡିଆ ଝିଅ ନୂଆଦିଲ୍ଲୀ: ଅପ୍ରେଲ ୦୫: ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ଯାଜପୁର ଝିଅ ଦିବ୍ୟା ଦାଶ । ନୂଆଦିଲ୍ଲୀ ସ୍ଥିତ ତାଲକଟୋରା ଷ୍ଟାଡିୟମରେ ଆୟୋଜିତ ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମରେ ପରୀକ୍ଷାର୍ଥୀଙ୍କୁ ସଫଳତାର ମନ୍ତ୍ର ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ଏହି କାର୍ଯ୍ୟକ୍ରମରେ ଅନେକ ଛାତ୍ରଛାତ୍ରୀ ଭାଗ ନେଇଥିଲେ । ପ୍ରଧାନମନ୍ତ୍ରୀ ପରୀକ୍ଷା ସମ୍ପର୍କରେ ମନ୍ତ୍ର ପରୀକ୍ଷାର୍ଥୀଙ୍କ ମନରେ ନୂଆ ଉତ୍ସାହ ଭରିଦେଇଛି । ଏହି ଖୁସିରେ ସାମିଲ ହେବାର ସୁଯୋଗ ପାଇଛନ୍ତି ପାଣିକୋଇଲି ନବୋଦୟ ବିଦ୍ୟାଳୟର ଏକାଦଶ ଶ୍ରେଣୀର ଛାତ୍ରୀ […]
Read More...
ବିଶ୍ବ 

ବିଶ୍ୱରେ ନମ୍ବର ୧ ମୋଦୀ

ବିଶ୍ୱରେ ନମ୍ବର ୧ ମୋଦୀ ଆମେରିକା: ଜାନୁଆରୀ ୨୧: ସ।ର। ବିଶ୍ୱରେ ସବୁଠୁ ଆଗରେ ପ୍ରଧ।ନମନ୍ତ୍ରୀ ନରେନ୍ଦ୍ର ମୋଦୀ ।ଗ୍ଲୋବ।ଲ ଲିଡର ଆପୃଭାଲ ରେଟିଙ୍ଗ ଲିଷ୍ଟର ସର୍ବ।ଗ୍ରେ ରହିଛନ୍ତି ମୋଦୀ। ଆମେରିକ।ର ଡ।ଟ। ଇଣ୍ଟେଲିଲେନ୍ସ ଫର୍ମ ମର୍ଣ୍ଣିଙ୍ଗ କନସଲ୍ଟ ଦ୍ୱ।ର। ନିକଟରେ ହୋଇଥିବ। ଗ୍ଲୋବ।ଲ ଲିଡର ଆପୃଭାଲ ରେଟିଙ୍ଗ ସର୍ଭେରେ ଟପ୍ ରେଟିଙ୍ଗରେ ଅଛନ୍ତି ପ୍ରଧ।ମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହି ସର୍ଭେରେ ବିଶ୍ୱର ନେତ।ଙ୍କ ଲୋକପ୍ରିୟତ। ଉପରେ ଏକ ସର୍ଭେ କର।ଯ।ଇଛି । ଏଥିରେ ମୁଖ୍ୟତଃ ସେହି ନେତାଙ୍କ ନାମ ସାମିଲ […]
Read More...
ବାଣିଜ୍ୟ  ଦେଶ- ବିଦେଶ 

ଆସନ୍ତାକାଲି ଭାରତରେ ଷ୍ଟାର୍ଟ ଅପ୍‌ ଦିବସ ପାଳିତ ହେବ : ମୋଦି

ଆସନ୍ତାକାଲି ଭାରତରେ ଷ୍ଟାର୍ଟ ଅପ୍‌ ଦିବସ ପାଳିତ ହେବ : ମୋଦି ଦିଲ୍ଲୀ: ଜାନୁଆରୀ ୧୫: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘୋଷଣା କରିଛନ୍ତି ଯେ, ଦେଶରେ ଜାନୁଆରୀ ୧୬ ତାରିଖ ଅର୍ଥାତ୍‌ ଆସନ୍ତାକାଲି ଜାତୀୟ ଷ୍ଟାର୍ଟ ଅପ୍‌ ଡେ(ନୂତନ ଉଦ୍ୟୋଗ ଦିବସ) ପାଳନ କରାଯିବ । ଆଜି ପ୍ରଧାନମନ୍ତ୍ରୀ ମୋଦି ଷ୍ଟାର୍ଟଅପ୍‌ ଉଦ୍ୟୋଗୀମାନଙ୍କ ସହ ଆଲୋଚନା ସମୟରେ ଏହି ଘୋଷଣା କରିଛନ୍ତି । ଏହି ସମୟରେ ସେ କହିଥିଲେ ଯେ, ମୁଁ ଦେଶର ସେହି ସମସ୍ତ ଷ୍ଟାର୍ଟଅପ୍‌, ଷ୍ଟାର୍ଟଅପ୍‌ ଦୁନିଆରେ ଭାରତର ପତାକା ଉତ୍ତୋଳନ କରୁଥିବା ସମସ୍ତ ଅଭିନବ ଯୁବକଙ୍କୁ […]
Read More...
ଦେଶ- ବିଦେଶ 

କେଦାରନାଥରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଗସ୍ତକୁ ବିରୋଧ

କେଦାରନାଥରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଗସ୍ତକୁ ବିରୋଧ ଉତ୍ତରାଖଣ୍ଡ: ଭଭେମ୍ବର ୦୩: ନଭେମ୍ବର ୫ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କେଦାରନାଥ ଗସ୍ତକୁ ଜୋରଦାର ବିରୋଧ କରିଛନ୍ତି ସେବାୟତମାନେ । ଏହି ସମୟରେ ସେବାୟତମାନଙ୍କୁ ଶାନ୍ତ କରିବାକୁ ଏବେ କେଦାରନାଥରେ ପହଞ୍ଚିଛନ୍ତି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମୀ । ସେଠାରେ ସେବାୟତଙ୍କ ସହିତ ମିଶି ଏକ ଆଲୋଚନା ବୈଠକ କରିଛନ୍ତି । ତେବେ ଅନେକ ସମୟ ଧରି ମୁଖ୍ୟମନ୍ତ୍ରୀ ସେବାୟତଙ୍କ ସହ ଆଲୋଚନା କରିଥିବା ସୂଚନା ରହିଛି । ଏହାସହ ପ୍ରଧାମନ୍ତ୍ରୀଙ୍କ ଗସ୍ତ ପାଇଁ […]
Read More...
ଦେଶ- ବିଦେଶ 

ଟୁଇଟର୍‌ରେ ଭୁଲ୍‌ ତଥ୍ୟ ପ୍ରଦାନ କରି ଅଡ଼ୁଆରେ ସାଂସଦ ସୁଶୀଲ ମୋଦି

ଟୁଇଟର୍‌ରେ ଭୁଲ୍‌ ତଥ୍ୟ ପ୍ରଦାନ କରି ଅଡ଼ୁଆରେ ସାଂସଦ ସୁଶୀଲ ମୋଦି ଦିଲ୍ଲୀ: ସେପ୍‌ଟେମ୍ବର ୨୭ : ବିହାରର ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ତଥା ରାଜ୍ୟସଭା ସାଂସଦ ସୁଶୀଲ କୁମାର ମୋଦି ଟୁଇଟର୍‌ରେ ଭୁଲ୍‌ ତଥ୍ୟ ପ୍ରଦାନ କରି ଅଡ଼ୁଆରେ ଫସିଛନ୍ତି । ସେ ଜଣେ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ଏବଂ ସାଂସଦ ପଦରେ ରହି କିପରି ଏହିପରି ଭୁଲ୍‌ ତଥ୍ୟ ପ୍ରଦାନ କଲେ, ସେ ନେଇ ଏବେ ଚର୍ଚ୍ଚା ଚାଲିଛି । ଟୁଇଟର୍‌ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନେଇ ସେ କାଲି ନିଜ ସମ୍ବୋଧନର ଏକ ଭିଡିଓ ପ୍ରସାର କରିଥିଲେ […]
Read More...
ବାଣିଜ୍ୟ 

ଦେଶର ବ୍ୟବସାୟ କ୍ଷେତ୍ର ସହଯୋଗୀ ଏବଂ ବିଦେଶରେ ଥିବା ଭାରତୀୟ ମିଶନ ମୁଖ୍ୟଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ

ଦେଶର ବ୍ୟବସାୟ କ୍ଷେତ୍ର ସହଯୋଗୀ ଏବଂ ବିଦେଶରେ ଥିବା ଭାରତୀୟ ମିଶନ ମୁଖ୍ୟଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ ଭୁବନେଶ୍ୱର: ଅଗଷ୍ଟ ୬: ଆଜି ମୁଖ୍ୟମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ବାଣିଜ୍ୟ ଓ ବ୍ୟବସାୟ କ୍ଷେତ୍ରର ସହଯୋଗୀ ଏବଂ ବିଦେଶରେ ଥିବା ଭାରତୀୟ ମିଶନ ମୁଖ୍ୟମାନଙ୍କ ସହ ଏକ ଭିଡିଓ କନ୍‌ଫରେନ୍ସି ମାଧ୍ୟମରେ ଆଲୋଚନା କରିବେ । ଆଲୋଚନାର ଲକ୍ଷ୍ୟ ହେଉଛି ସ୍ଥାନୀୟ ସୁଯୋଗକୁ ବ୍ୟବହାର କରି ଆମର ରପ୍ତାନି ସମ୍ଭାବନାକୁ ବିସ୍ତାର କରିବା ଏବଂ ବିଶ୍ୱର ଚାହିଦା ପୂରଣ ପାଇଁ ସମସ୍ତ ସହଯୋଗୀଙ୍କୁ ପ୍ରୋତ୍ସାହିତ କରିବା । ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ‘ଗୋଜ୍‌ ଗ୍ଲୋବାଲ- ମେକ୍‌ […]
Read More...

Advertisement