PM CARES for Children Scheme
ଜିଲ୍ଲା 

ପ୍ରଧାନମନ୍ତ୍ରୀଙ୍କ ପି.ଏମ କେୟାର ଫର୍‌ ଚିଲ୍‌ଡ୍ରେନ୍‌ ଯୋଜନା

ପ୍ରଧାନମନ୍ତ୍ରୀଙ୍କ ପି.ଏମ କେୟାର ଫର୍‌ ଚିଲ୍‌ଡ୍ରେନ୍‌ ଯୋଜନା ଭବାନୀପାଟଣା: ସ୍ଥାନୀୟ ଏନ୍‌ଆଇସି ଭିଡିଓ କନଫରେନ୍ସ ହଲରେ ସକାଳ ୧୦.୩୦ ମି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭିଡିଓ କନଫରେନସିଂ ମାଧ୍ୟମରେ ଯୋଗ୍ୟ ବିବେଚିତ ହିତାଧିକାରୀଙ୍କୁ ସମବେଦନା ଜଣାଇବା ସହ ବୃତ୍ତି ଅର୍ଥ ରାଶି ହସ୍ତାନ୍ତର କରିଥିଲେ । ସୂଚନାଯୋଗ୍ୟ ଯେ ୩୧.୩.୨୦୨୦ ରୁ ୩୧.୧୨.୨୦୨୧ ମଧ୍ୟରେ କୋଭିଡ ମହାମାରୀ ୨୦୧୯ କାରଣରୁ ଯେଉଁ ପିଲାମାନେ ନିଜର ପିତା ମାତା କିମ୍ବା ଆଇନଗତ ଅଭିଭାବକ କିମ୍ବା ପୋଷ୍ୟ ପିତା ମାତା କିମ୍ବା ଜୀବିତ ଅଭିଭାବକଙ୍କ ହରାଇ ଅନାଥ […]
Read More...

Advertisement