Plus II Examination
ଓଡ଼ିଶା 

ଚଳିତବର୍ଷର ଯୁକ୍ତ୨ର ବାକି ଥିବା ପରୀକ୍ଷା ବାତିଲ

ଚଳିତବର୍ଷର ଯୁକ୍ତ୨ର ବାକି ଥିବା ପରୀକ୍ଷା ବାତିଲ ଭୁବନେଶ୍ୱର: ଜୁଲାଇ ୦୧:ଚଳିତବର୍ଷ ଆଉ ଯୁକ୍ତ ଦୁଇ ପରୀକ୍ଷା କରାଯିବ ନାହିଁ । ବାକି ଥିବା ଯୁକ୍ତ ଦୁଇ ପରୀକ୍ଷାକୁ ବାତିଲ କରିଛି ରାଜ୍ୟ ସ୍କୁଲ ଓ ଗଣଶିକ୍ଷା ବିଭାଗ । ଲକ୍‌ଡାଉନ ଯୋଗୁଁ ୪ଟି ଷ୍ଟ୍ରିମ କଳା, ବାଣିଜ୍ୟ, ବିଜ୍ଞାନ ଓ ଧନ୍ଧାମୂଳକ ପାଠ୍ୟକ୍ରମର ୨୩ଟି ପରୀକ୍ଷା ହୋଇପାରିନଥିଲା । କି;ୁ ବର୍ତ୍ତମାନ ପରିସ୍ଥିତିରେ କରୋନାର ସ୍ଥିତିକୁ ଦେଖି ପରୀକ୍ଷା ନକରିବାକୁ ନିଷ୍ପତ୍ତି ନିଆଯାଇଥିବା କୁହାଯାଇଛି । ପୂର୍ବରୁ କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ […]
Read More...

Advertisement