Plus 2 offline examination news
ଓଡ଼ିଶା 

କାଲିଠୁ ଆରମ୍ଭ ହେବ ଯୁକ୍ତ ୨ ଅଫ୍‌ଲାଇନ ପରୀକ୍ଷା ଆବେଦନ ପ୍ରକ୍ରିୟା

କାଲିଠୁ ଆରମ୍ଭ ହେବ ଯୁକ୍ତ ୨ ଅଫ୍‌ଲାଇନ ପରୀକ୍ଷା ଆବେଦନ ପ୍ରକ୍ରିୟା ଭୁବନେଶ୍ୱର: ସେପ୍‌ଟେମ୍ବର ୨: କରୋନା ମହାମାରୀ ଯୋଗୁଁ ଚଳିତ ବର୍ଷ ଯୁକ୍ତ ୨ ପରୀକ୍ଷାଫଳ ବିକଳ୍ପ ମୂଲ୍ୟାଙ୍କନ ପଦ୍ଧତିରେ ଦିଆଯାଇଥିଲା । ପରୀକ୍ଷାଫଳକୁ ନେଇ କିଛି ଛାତ୍ରଛାତ୍ରୀ ଅସନ୍ତୋଷ ପ୍ରକାଶ କରିଥିଲେ । ସେମାନଙ୍କ ପାଇଁ ରାଜ୍ୟ ସରକାର ଅଫ୍‌ଲାଇନ ପରୀକ୍ଷା ଅନୁଷ୍ଠିତ କରିବାକୁ ଯାଉଛନ୍ତି । ଚଳିତ ମାସ ସେପ୍‌ଟେମ୍ବର ୩ରେ ଏଥିପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ । ସେପ୍‌ଟେମ୍ବର ୭ ହେଉଛି ଆବେଦନ ପ୍ରକ୍ରିୟାର ଶେଷ ତାରିଖ । ତେବେ ପରୀକ୍ଷାର୍ଥୀ ସଂଖ୍ୟାକୁ […]
Read More...

Advertisement