Plasma Treatment Odisha
ସ୍ୱାସ୍ଥ  ଓଡ଼ିଶା 

ପ୍ଲାଜମା ଥେରାପି ମାଧମରେ ଚିକିତ୍ସିତ ହେଉଥିବା ଗୁରୁତର ରୋଗୀଙ୍କ ଅବସ୍ଥାରେ ଉନ୍ନତି

ପ୍ଲାଜମା ଥେରାପି ମାଧମରେ ଚିକିତ୍ସିତ ହେଉଥିବା ଗୁରୁତର ରୋଗୀଙ୍କ ଅବସ୍ଥାରେ ଉନ୍ନତି ଭୁବନେଶ୍ୱର: ଜୁଲାଇ ୧୯: ପ୍ଲାଜମା ଥେରାପି ଗୁରୁତର କରୋନା ରୋଗୀଙ୍କ ମଧ୍ୟରେ ଆଶା ସଂଚାର କରିଛି I ଓଡ଼ିଶାରେ ପ୍ଲାଜମା ଥେରାପି ମାଧ୍ୟମରେ ଚିକିତ୍ସିତ ହେଉଥିବା ରୋଗୀ ମାନଙ୍କର ଅବସ୍ଥା ରେ ଉନ୍ନତି ଆସୁଛି I ପ୍ଲାଜମା ଥେରାପି ରେ ଚିକିତ୍ସିତ ହେଉଥିବା ୬ ଜଣ ଗୁରୁତର ରୋଗୀଙ୍କ ମଧ୍ୟରୁ, ୪ ଜଣ ଅବସ୍ଥାରେ ସୁଧାର ହେବାରେ ଲାଗିଛି ଏବଂ ସେମାନେ ଆଉ Oxygen ର ସହାୟତା ଆବଶ୍ୟକ କରୁନାହାନ୍ତି I ସେମାନଙ୍କୁ ଖୁବ ଶୀଘ୍ର ହସ୍ପିଟାଲରୁ […]
Read More...

Advertisement