pla kidnaped an indian boy
<% catList.forEach(function(cat){ %>
<%= cat.label %>
<% }); %>
<%- node_title %>
Published On
By <%= createdBy.user_fullname %>
<%- node_title %>
Published On
By <%= createdBy.user_fullname %>
<% if(node_description!==false) { %>
<%= node_description %>
<% } %>
<% catList.forEach(function(cat){ %>
<%= cat.label %>
<% }); %>
Read More...
ପିଏଲଏ ଦ୍ୱାରା ଅପହୃତ ବାଳକଙ୍କ ଖୋଲିଲା ମୁହଁ
Published On
By Samaya Live
ଅରୁଣାଞ୍ଚଳପ୍ରଦେଶ: ଫେବ୍ରୁଆରୀ ୦୨: ଚୀନ୍ର ପିପୁଲ୍ସ ଲିବରେସନ୍ ଆର୍ମି ଦ୍ୱ।ର। ଅପହୃତ ଅରୁଣ।ଚଳ ପ୍ରଦେଶର ୧୭ ବର୍ଷର ମିର।ମ ଟ।ରନ୍ କହିଛନ୍ତି ଯେ ତ।ଙ୍କୁ ବନ୍ଧ।ଯ।ଇ ବିଦ୍ୟୁତ୍ ଆଘ।ତ ଦିଆଯାଇଛି। ନିଖୋଜ ହେବ।ର ନଅ ଦିନ ପରେ ତ।ଙ୍କୁ ଜ।ନୁଆରୀ ୨୭ ରେ ପିଏଲଏ ଦ୍ୱାରା ମୁକ୍ତ କର।ଯ।ଇଥିଲ।। ମିରାଟ କହିଛନ୍ତି ଯେ ତାଙ୍କୁ ପ୍ରଥମ ଦିନରେ ଅନେକ ନିର୍ଯ୍ୟାତନା ଦିଆଯାଇଥିଲା। କିନ୍ତୁ ଦ୍ୱିତୀୟ ଦିନଠାରୁ ତାଙ୍କୁ କୌଣସି ନିର୍ଯାତନା ଦିଆଯାଇନି। ନିକଟରେ ତ।ଙ୍କୁ ଭ।ରତୀୟ ସେନ। […]

