Pipili Bypoll
ଓଡ଼ିଶା 

ପିପିଲିର ନୂଆ ବିଧାୟକ ଭାବେ ଶପଥ ନେଲେ ରୁଦ୍ର ମହାରଥୀ

ପିପିଲିର ନୂଆ ବିଧାୟକ ଭାବେ ଶପଥ ନେଲେ ରୁଦ୍ର ମହାରଥୀ ପୁରୀ: ଅକ୍‌ଟୋବର ୦୫: ପ୍ରଦୀପ ମହାରଥୀଙ୍କ ପରଲୋକ ପରେ ପିପିଲି ଉପନିର୍ବାଚନ ହୋଇଥିଲା । ଏଥିରେ ତିନି ମୁଖ୍ୟ ଦଳର ପାର୍ଥୀମାନେ ପିପିଲି ରାଜନୀତି ମଇଦାନକୁ ଓହ୍ଲାଇଥିଲେ । ବିଜେପି ପାର୍ଥୀ ଆଶ୍ରିତ ପଟ୍ଟନାୟକ, ବିଜେଡ ପାଥ୍ରୀ ରୁଦ୍ର ମହାରଥୀ ଏବଂ କଂଗ୍ରେସ ପାର୍ଥୀ ବିଶ୍ୱକେଶନ ମହାପାତ୍ର । ତେବେ ବିଜେଡିର ପାର୍ଥୀ ରୁଦ୍ର ମହାରଥୀ ଦୁଇ ଦଳଙ୍କୁ ପରାସ୍ତ କରି ପିପିଲିର ବିଧାୟକ ପଦ ହାତେଇ ନେଇଥିଲେ । ଆଜି ସେ ବିଧାୟକର ଭାବେ ଶପଥ […]
Read More...
ଜିଲ୍ଲା  ରାଜନୀତି  ଓଡ଼ିଶା 

ଆଜିଠାରୁ ପିପିଲିରେ ପୋଷ୍ଟାଲ ବାଲଟ ପେପର ମତଦାନ

ଆଜିଠାରୁ ପିପିଲିରେ ପୋଷ୍ଟାଲ ବାଲଟ ପେପର ମତଦାନ ପୁରୀ: ସେପ୍‌ଟେମ୍ବର ୨୩: ଚଳିତ ମାସ ୩୦ରେ ପିପିଲି ଉପନିର୍ବାଚନ ହେବାକୁ ଯାଉଛି । ଏଥିପାଇଁ ଆଜିଠାରୁ ପୋଷ୍ଟଲ ବାଲଟ ପେପରରେ ମତଦାନ ଆରମ୍ଭ ହୋଇଛି ବୋଲି ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ସୂଚନା ଦେଇଛନ୍ତି । ଏହି ମତଦାନ ପ୍ରକ୍ରିୟାରେ ୮୦ ବର୍ଷରୁ ଉର୍ଦ୍ଧ୍ୱ ବୟସ୍କ, ଦିବ୍ୟାଙ୍ଗଙ୍କ ସମେତ କରୋନା ସଂକ୍ରମିତମାନେ ମଧ୍ୟ ନିଜ ମତ ପେପର ମାଧ୍ୟମରେ ଦେବେ । ଏଥିପାଇଁ ମାଇକ୍ରୋ ଅବ୍‌ଜରଭର୍‌, ପ୍ରିଜାଇଡିଂ ଅଫିସର୍‌, ପୋଲିଂ ଅଧିକାରୀଙ୍କ ସମେତ ସୁରକ୍ଷାକର୍ମୀ ଘର […]
Read More...

Advertisement