phulnakhara news
ଜିଲ୍ଲା 

ଡ୍ରେନେଜ ଅଧିକାରୀଙ୍କ ସଫେଇ ଅନୁଧ୍ୟାନ

ଡ୍ରେନେଜ ଅଧିକାରୀଙ୍କ ସଫେଇ ଅନୁଧ୍ୟାନ ଫୁଲନଖରା: ସେପ୍‌ଟେମ୍ବର ୧: ମହୁରା ସଫେଇ ନାଳରେ ଦଳ ଭର୍ତ୍ତି ହୋଇ ରହିଛି । ତେତେକ ସ୍ଥାନରେ ଦଳ ପଚି ଦୁର୍ଗନ୍ଧ ଛାଡ଼ୁଛି । ଫଳରେ ଜଳ ନିଷ୍କାସନ ପଥ ଅବରୋଧ ହୋଇଛି । ଏ ନେଇ ଏକ ଖବର ଗଣମାଧ୍ୟମରେ ଗତକାଲି ପ୍ରକାଶ ପାଇବା ପରେ ଆଜି ଡ୍ରେନେଜ ବିଭାଗ ତତ୍ପର ହୋଇଉଠିଛନ୍ତି । ନିର୍ବାହୀ ଯନ୍ତ୍ରୀ ମନୋଜ ବେହେରା, ଉପନିର୍ବାହୀ ଯନ୍ତ୍ରୀ ଦୟାନିଧି ନାଥ, ସହକାରୀ ଯନ୍ତ୍ରୀ ପିକେ ପଣ୍ଡା ପ୍ରମୁଖ ଅଧିକାରୀ ସମୃକ୍ତ […]
Read More...

Advertisement