pg entrance exam
ଓଡ଼ିଶା 

ରାଜ୍ୟର କମନ୍‌ ପିଜିଏଣ୍ଟ୍ରାସ୍‌ ପରୀକ୍ଷାର ବାହାରିଲା ବିଜ୍ଞପ୍ତି

ରାଜ୍ୟର କମନ୍‌ ପିଜିଏଣ୍ଟ୍ରାସ୍‌ ପରୀକ୍ଷାର ବାହାରିଲା ବିଜ୍ଞପ୍ତି ଭୁବନେଶ୍ୱର: ଜୁଲାଇ ୨୯: ଓଡ଼ିଶା ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ପିଜି ଏଣ୍ଟ୍ରାନ୍ସ ପରୀକ୍ଷା ଓ ଅନ୍‌ଲାଇନ୍‌ ଆଡମିନିସନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛିି । www.samsodisha.gov.in େୱବସାଇଡ ଜରିଆରେ ଛାତ୍ରାଛାତ୍ରୀମାନେ ଅନ୍‌ଲାଇନ୍‌ ଆବେଦନ କରିପାରିବେ । ଆସନ୍ତା ଅଗଷ୍ଟ ୨ତାରିଖ ସକାଳ ୧୧ଟା ସମୟରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇ ୧୪ ତାରିଖ ରାତ୍ରି ୧୧ଟା ୪୫ ପର୍ଯ୍ୟନ୍ତ ଚାଲିବ । ସେହିପରି ପରୀକ୍ଷା ପାଇଁ ହଲ୍‌ ଟିକେଟ୍‌ ଅଗଷ୍ଟ ୨୦ ତାରିଖରେ ଅନ୍‌ଲାଇନ୍‌ରୁ […]
Read More...

Advertisement