PFI TWEETER ACCOUNT BANNED
ଦେଶ- ବିଦେଶ  ଅପରାଧ 

PFI ଟ୍ୱିଟର ଆକାଉଣ୍ଟ କୁ ବ୍ୟାନ କଲେ କେନ୍ଦ୍ରସରକାର

PFI ଟ୍ୱିଟର ଆକାଉଣ୍ଟ କୁ ବ୍ୟାନ କଲେ କେନ୍ଦ୍ରସରକାର ନୂଆଦିଲ୍ଲୀ : ପପୁଲାର ଫ୍ରଣ୍ଟ ଅଫ୍ ଇଣ୍ଡିଆ ସଂଗଠନର ଟ୍ୱିଟର ଆକାଉଣ୍ଟ କୁ ବ୍ୟାନ କଲେ କେନ୍ଦ୍ରସରକାର I ସଂଗଠନର ଅଫିସଆଲ ଟ୍ୱିଟର ଆକାଉଣ୍ଟକୁ ଆଜି ସୋଶାଲ ମିଡିଆ ଫ୍ଲାଟଫର୍ମରୁ ହଟାଇ ଦିଆଯାଇଛି। ପିଏଫଆଇର ଅଫିସିଆଲ ଆକାଉଣ୍ଟ @PFIofficialକୁ ୮୧ ହଜା ଲୋକ ଅନୁସରଣ କରିଥିଲେ। ଏହି ସଂଗଠନ ଆତଙ୍କବାଦୀ କାର୍ଯ୍ୟକଳାପରେ ସଂପୃକ୍ତ ଥିବା ଜଣାପଡ଼ିବା ପରେ ଭାରତ ସରକାର ପିଏଫଆଇ ସହିତ ଏହାର ୮ ଟି ସହଯୋଗୀ ଦଳକୁ ୫ ବର୍ଷ ପାଇଁ ନିଷିଦ୍ଧ ଘୋଷଣା […]
Read More...

Advertisement