People with this quality always get respect and success
ସାହିତ୍ୟ 

ବିଦୂର ନୀତି: ଏହି ଗୁଣ ଥିବା ବ୍ୟକ୍ତିଙ୍କୁ ସର୍ବଦା ମିଳେ ସମ୍ମାନ ,ସଫଳତା

ବିଦୂର ନୀତି: ଏହି ଗୁଣ ଥିବା ବ୍ୟକ୍ତିଙ୍କୁ ସର୍ବଦା ମିଳେ ସମ୍ମାନ ,ସଫଳତା ସନାତନ ପରମ୍ପରାରେ ବିଭିନ୍ନ ନୀତି ବିଷୟରେ ଜଣାଉଥିବା ଅନେକ ବିଦ୍ୱାନ ରହିଛନ୍ତି । ଯାହାଙ୍କର ଅମୂଳ୍ୟ କଥା ଆଜି ମଧ୍ୟ ସଭିଁଙ୍କୁ ସତ୍‌ମାର୍ଗ ପ୍ରଦର୍ଶିତ କରିଥାଏ । ଦୁନିଆରେ ଥିବା ଅନେକ ବିଦ୍ୱାନ ମାନଙ୍କ ମଧ୍ୟରେ ମହାତ୍ମା ବିଦୂରଙ୍କ ନାମ ଖୁବ ପରିଚିତ । ମହାନ ବିଚାରକ ଓ ଦୂରଦର୍ଶୀ ଧର୍ମାତ୍ମା ବିଦୂର ମହାଭାରତର ସମୟର ଅନେକ କଥା ଯାହା ଜୀବନ ସହ ଜଡିତ ,ସେହି ଅନେକ ଅମୂଲ୍ୟ କଥା କହିଛନ୍ତି ଯାହା ବ୍ୟକ୍ତିଙ୍କ ଉନ୍ନତିର ରାସ୍ତାରେ […]
Read More...

Advertisement