penguin lifestyle
Feature 

ଏଲିଅନ ହୋଇପାରନ୍ତି ପେଙ୍ଗୁଇନ୍‌ !

ଏଲିଅନ ହୋଇପାରନ୍ତି ପେଙ୍ଗୁଇନ୍‌ ! ଆାମେରିକା: ସେପ୍‌ଟେମ୍ବର ୧୬: ବୈଜ୍ଞାନିକମାନେ ଏଲିଅନ ବା ଅନ୍ୟ ଗ୍ରହରେ ଜୀବର ଅସ୍ତିତ୍ୱ ନେଇ ଦାବିକୁ କଦାପି ପ୍ରତ୍ୟାଖ୍ୟାନ କରୁନାହାନ୍ତି । ଏହାସହ ବୈଜ୍ଞାନିକମାନେ ସବୁବେଳେ ଏଲିଅନମାନଙ୍କ ସନ୍ଧାନରେ ଲାଗିଛନ୍ତି । ଗତ କିଛି ବର୍ଷ ହେଲା ଏଲିଅନଙ୍କୁ ନେଇ ଗବେଷଣା ମଧ୍ୟ ଜୋର ଧରିଛି । ବର୍ତ୍ତମାନ ଏଲିଅନ ଏବଂ ପେଙ୍ଗୁଇନ ସହିତ ଜଡ଼ିତ ଏକ ନୂତନ ସିଦ୍ଧାନ୍ତ ପ୍ରକାଶ ପାଇଛି, ଯାହା ବିଷୟରେ ଜାଣି ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ । ବୈଜ୍ଞାନିକମାନେ ଦାବି […]
Read More...

Advertisement