Pedal for Health
ଦେଶ- ବିଦେଶ 

‘ପେଡାଲ ଫର୍‌ ହେଲ୍‌ଥ’ ଅଭିଯାନ ଆରମ୍ଭ କଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ

‘ପେଡାଲ ଫର୍‌ ହେଲ୍‌ଥ’ ଅଭିଯାନ ଆରମ୍ଭ କଲେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଦିଲ୍ଲୀ, ଅଗଷ୍ଟ ୧୪: ‘ଆଜାଦୀ କା ଅମୃତ ସହୋତ୍ସବ’କାର୍ଯ୍ୟକ୍ରମ ଅନ୍ତର୍ଗତେ ଆଜି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମାନସୁଖ ମାଣ୍ଡଭିଆ ଦିଲ୍ଲୀଠାରେ ‘ପେଡାଲ ଫର୍‌ ହେଲ୍‌ଥ’ ଅଭିଯାନ ଆରମ୍ଭ କରିଛନ୍ତି । ‘ଆଜାଦୀ କା ଅମୃତ ମହୋତ୍ସବ’ ଭାରତ ସ୍ୱାଧୀନତାର ୭୫ତମ ବର୍ଷ ପାଳନ ଉପଲକ୍ଷେ ଦେଶବ୍ୟାପୀ ପାଳନ କରାଯାଉଛି । ଏହି ଅଭିଯାନ ମେଜର ଧ୍ୟାନଚନ୍ଦ ନ୍ୟାସନାଲ ଷ୍ଟାଡିଅମରୁ ସାଇକେଲ ଯାତ୍ରା ଆରମ୍ଭ ହୋଇ ଆକ୍‌ବର ରୋଡର ତିନି କିଲୋମିଟର ପର୍ଯ୍ୟନ୍ତ ଚାଲିଥିଲା । ଯାତ୍ରା ସମୟରେ କେନ୍ଦ୍ର […]
Read More...

Advertisement