patta govi raita
ଫିଟନେସ୍ 

ବନ୍ଧା କୋବି ରାଇତା

ବନ୍ଧା କୋବି ରାଇତା ଆବଶ୍ୟକ ସାମଗ୍ରୀ- ୧ କପ୍‌ ଚପ୍‌ ବନ୍ଧା କୋବି, ୧ କପ୍‌ ବସା ଦହି, ଛୋଟ ଛୋଟ କଟା ହୋଇଥିବା ଗୋଟିଏ କଞ୍ଚା ଲଙ୍କା, ଭଜା ଜିରା ଗୁଣ୍ଡ, ଗୋଲମରିଚ ଗୁଣ୍ଡ, ୧ ଚାମଚ ଲେମ୍ବୁ ରସ, ଧନିଆ ପତ୍ର, ସ୍ୱାଦନୁସାରେ ଲୁଣ ସ୍ତୁତି ପ୍ରଣାଳୀ-ପ୍ରଥମେ ଚପ୍‌ ବନ୍ଧା କୋବିକୁ ଲେମ୍ବୁ ରସ ମିଶାଇ ଭଲଭାବରେ ଗୋଳାନ୍ତୁ । ଏହାକୁ ୫ ମିନିଟ୍‌ ପର୍ଯ୍ୟନ୍ତ ଛାଡ଼ି ଦିଅନ୍ତୁ । ଏହା ପରେ ଅନ୍ୟ ଏକ ପାତ୍ରରେ ଦହି, […]
Read More...

Advertisement