Patharkandi area
ଦେଶ- ବିଦେଶ 

ଛଟ ପୂଜା ସାରି ଫେରୁଥିବା ସମୟରେ ଦୁର୍ଘଟଣା: ୯ ମୃତ

ଛଟ ପୂଜା ସାରି ଫେରୁଥିବା ସମୟରେ ଦୁର୍ଘଟଣା: ୯ ମୃତ ଗୌହାଟି: ନଭେମ୍ବବର ୧୧: ଆସାମର କରିମଗଞ୍ଜ ଜିଲ୍ଲାର ଜାତୀୟ ରାଜପଥରେ ଆଜି ଏକ ମର୍ମ;ୁଦ ସଡ଼କ ଦୁର୍ଘଟଣା ଘଟିଛି । ଛଟ ପୂଜା ସାରି ଏକ ଅଟୋ ରିକ୍ସାରେ ଘରକୁ ଫେରୁଥିବା ସମୟରେ ଟ୍ରକ୍‌ ସହ ମୁହାଁମୁହିଁ ଧକା ହୋଇଛି । ଏଥିରେ ୯ ଜଣଙ୍କର ମୃତୁ୍ୟ ହୋଇଛି । ମୃତକଙ୍କ ମଧ୍ୟରେ ୩ ଜଣ ନାବାଳକ ରହିଥିବା ସୂଚନା ମିଳିଛି । ସୂଚନା ଅନୁସାରେ, ଆସାମ-ତ୍ରିପୁରା ସୀମାରେ କରିମଗଞ୍ଜ ଜିଲ୍ଲା ବୈଥାଖାଲ ଅଞ୍ଚଳ ସ୍ଥିତ 8 […]
Read More...

Advertisement