Parvan Veti: The state government increased the expensive allowances of government employees.
ଓଡ଼ିଶା 

ପାର୍ବଣ ଭେଟି : ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ବୃଦ୍ଧିକଲେ ରାଜ୍ୟ ସରକାର

ପାର୍ବଣ ଭେଟି : ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ବୃଦ୍ଧିକଲେ ରାଜ୍ୟ ସରକାର ଭୁବନେଶ୍ଵର, ୧୯/୦୯ : ସରକାରୀ କର୍ମଚାରୀଙ୍କୁ ପାର୍ବଣ ଭେଟି ଦେଇଛନ୍ତି ରାଜ୍ୟ ସରକାର I ରାଜ୍ୟ ସରକାରୀ କର୍ମଚାରୀଙ୍କ ୩% ମହଙ୍ଗା ଭତ୍ତା ସରକାର ବଢ଼ାଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏ ସଂକ୍ରାନ୍ତୀୟ ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି। ପିଚ୍ଛିଲା ଭାବେ ଜାନୁଆରୀ ୨୦୨୨ରୁ ମହଙ୍ଗା ଭତ୍ତା ଲାଗୁ ହେବ। ମୁଖ୍ୟମନ୍ତ୍ରୀ Iଏହା ଫଳରେ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୩୧ ପ୍ରତିଶତରୁ ୩୪ ପ୍ରତିଶତକୁ ବୃଦ୍ଧି ପାଇଲା। ସେହିଭଳି ସଂଶୋଧିତ ହାରରେ ପେନ୍‌ସନ ପାଉଥିବା ପେନ୍‌ସନଭୋଗୀମାନଙ୍କ […]
Read More...

Advertisement