party bags 134 seats
ଦେଶ- ବିଦେଶ 

ପୌରନିର୍ବାଚନରେ ବାଜି ମାରିଲେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ

ପୌରନିର୍ବାଚନରେ ବାଜି ମାରିଲେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କୋଲକାତା: ଡିସେମ୍ବର ୨୧: ପଶ୍ଚିମବଙ୍ଗରେ ପୁଣି ନିଜ ଦବ୍‌ଦବା ଦେଖାଇଛନ୍ତି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ବିଧାନସଭା ଓ ଭବାନୀପୁର ଉପନିର୍ବାଚନରେ ବାଜି ମାରି ସେ ନିଜ ଦଳକୁ ଆହୁରୀ ମଜଭୁତ କରାଇଛନ୍ତି । କୋଲକତାରେ ହୋଇଥିବା ପୌର ନିର୍ବାଚନରେ ଅଦ୍ଭୁତପୂର୍ବ ପ୍ରଦର୍ଶନ କରିଛି ମୁଖ୍ୟମନ୍ତ୍ରୀଙ୍କ ଦଳ ଟିଏମସି । ବିରେଧୀ ଦଳକୁ ପରାସ୍ତ କରି ଦଳ ଏଠି ବିଜୟ ଆଡ଼କୁ ଅଗ୍ରସର ହେଉଛି । ଏନେଇ ଦଳର ପ୍ରାର୍ଥୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । ଗତ […]
Read More...

Advertisement