Parks in Bhubaneswar
ଓଡ଼ିଶା 

ରାଜଧାନୀରେ ଖୋଲିବ ପାର୍କ ସକାଳ ୫ରୁ ୧୦, ଅପରାହ୍ନ ୪ରୁ ୬

ରାଜଧାନୀରେ ଖୋଲିବ ପାର୍କ  ସକାଳ ୫ରୁ ୧୦, ଅପରାହ୍ନ ୪ରୁ ୬ ଭୁବନେଶ୍ୱର: ଜୁନ ୦୩: ରାଜଧାନୀରେ ଖୋଲିବ ପାର୍କ । ଏଣିକି ପାର୍କ ଖୋଲିବା ସମୟ ବଦଳିଲା । ହେଲେ ଶନିବାର ଓ ରବିବାର ବନ୍ଦ ରହିବ ପାର୍କ । ଏହି ବିଜ୍ଞପ୍ତି ପ୍ରକାଶ କରିଛି ବିଏମ୍‌ସି । ଭୁବେଶ୍ୱର ମହାନଗର ନିଗମ(ବିଏମ୍‌ସି) ଅଞ୍ଚଳରେ ସମସ୍ତ ପାର୍କ ଖୋଲିବ । କେବଳ ବିଏମ୍‌ସି ଅଧୀନରେ ଥିବା ପାର୍କ ନୁହେଁ, ବିଡିଏ ଅଧୀନରେ ଥିବା ସବୁ ପାର୍କ ବି ଖୋଲା ରହିବ । ସମସ୍ତ ପାର୍କ ପାଇଁ ନିୟମ ବଦଳାଯାଇଛି […]
Read More...

Advertisement