pappi jabal
ମନୋରଞ୍ଜନ 

ବିବାହ ବନ୍ଧନରେ ବାନ୍ଧିହେଲେ କରନ୍‌ ଭି ଗ୍ରୋଭର ଓ ପପି ଜବଲ

ବିବାହ ବନ୍ଧନରେ ବାନ୍ଧିହେଲେ କରନ୍‌ ଭି ଗ୍ରୋଭର ଓ ପପି ଜବଲ ମୁମ୍ବାଇ: ଜୁନ୍‌ ୦୧: ବର୍ତ୍ତମାନ ବଲିଉଡରେ ଚାଲିଛି ବିବାହ ସିଜିନ୍‌ । ଗୋଟିଏ ପରେ ଗୋଟିଏ, କଳାକାର ବାନ୍ଧି ହେଉଛନ୍ତି ବିବାହ ବନ୍ଧନରେ । ଏହାରି ଭିତରେ ଅଭିନେତା କରଣ ଭି ଗ୍ରୋଭର ତାଙ୍କର ଦୀର୍ଘଦିନର ଗର୍ଲଫ୍ରେଣ୍ଡଙ୍କ ହାତ ଧରିଛନ୍ତି । ବର୍ତ୍ତମାନ ସୋସିଆଲ ମିଡିଆରେ ଏହି ନବ ବିବାହିତ ଦମ୍ପତିଙ୍କର ଫଟୋ ସାମ୍ନାକୁ ଆସିଛି । କରଣ ତାଙ୍କର ଗର୍ଲଫ୍ରେଣ୍ଡ ପପି ଜବଲଙ୍କୁ ବିବାହ କରିଛନ୍ତି । ଦୀର୍ଘ ୧୦ ବର୍ଷ ପରସ୍ପରକୁ ଡେଟ୍‌ କରିବା […]
Read More...

Advertisement