panjab cm bhagwan man
ରାଜନୀତି  ଦେଶ- ବିଦେଶ 

ଗ୍ରେନେଡ୍‌ ଆକ୍ରମଣ ଘଟଣା: ପ୍ରତିକ୍ରିୟା ରଖିଲେ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ୍‌

ଗ୍ରେନେଡ୍‌ ଆକ୍ରମଣ ଘଟଣା: ପ୍ରତିକ୍ରିୟା ରଖିଲେ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ୍‌ ନୂଆଦିଲ୍ଲୀ: ମଇ ୧୦: ପଞ୍ଜାବର ମୋହଲିରେ ଥିବା ପଞ୍ଜାବ ପୁଲିସର ଇଣ୍ଟେଲିଜେନ୍ସ ଅଫିସ୍‌ ଉପରେ ସୋମବାର ସଂଧ୍ୟାରେ ଗ୍ରେନେଡ୍‌ ଆକ୍ରମଣ ଘଟଣାରେ ନିଜର ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ୍‌ । ସେ ତାଙ୍କର ଏକ ସୋସିଆଲ୍‌ ମିଡିଆ ପୋଷ୍ଟରେ ଲେଖିଛନ୍ତି, ମୋହଲିରେ ହୋଇଥିବା ବିସ୍ପୋରଣକୁ ନେଇ ପଞ୍ଜାବ ପୁଲିସ ତଦନ୍ତ କରୁଛି । ପଞ୍ଜାବର ବାତାବରଣକୁ ନଷ୍ଟ କରିବାକୁ ଚାହୁଁଥିବା କେଣସି ବି ବ୍ୟକ୍ତିଙ୍କୁ କ୍ଷମା ଦିଆଯିବ ନାହିଁ । ଏହି ଘଟଣାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ […]
Read More...

Advertisement