Panchkula convicted
ଦେଶ- ବିଦେଶ  ଅପରାଧ 

ପାରୋଲରେ ଜେଲ୍‌ରୁ ମୁକୁଳିଲେ ଡେରା ସଚ୍ଚା ସୌଦାର ମୁଖ୍ୟ ଗୁରୁ ରାମ ରହିମ୍‌

ପାରୋଲରେ ଜେଲ୍‌ରୁ ମୁକୁଳିଲେ ଡେରା ସଚ୍ଚା ସୌଦାର ମୁଖ୍ୟ ଗୁରୁ ରାମ ରହିମ୍‌ ଗୁରୁଗ୍ରାମ:ମହିଳା ଅନୁଗତଙ୍କୁ ଦୁଷ୍କର୍ମ ଓ ଜଣେ ସାମ୍ବାଦିକଙ୍କୁ ହତ୍ୟା ସହ ଏକାଧିକ ଅପରାଧିକ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ଡେରା ସଚ୍ଚା ସୌଦାର ମୁଖ୍ୟ ଗୁରୁ ରାମ ରହିମ୍‌ ୪୦ ଦିିନିଆ ପାରୋଲରେ(ସସର୍ତ୍ତ କାରାମୁକ୍ତି) ଜେଲରୁ ମୁକୁଳିଛନ୍ତି । ପାରୋଲରେ ମୁକୁଳିିବା ପରେ କଡ଼ା ସୁରକ୍ଷା ବଳୟ ଭିତରେ ଉତ୍ତରପ୍ରଦେଶର ବର୍ଣ୍ଣାୱାସ୍ଥିତ ଆଶ୍ରମରେ ପହଞ୍ଚିଛନ୍ତି । ସେ ବର୍ତ୍ତମାନ ହରିୟାଣା ରୋହତକର ସୁନରିଆ ଜେଲରେ ସଜ୍ଜା କାଟୁଛନ୍ତି । ହରିୟାଣାରେ ପଞ୍ଚାୟତ ନିର୍ବାଚନ ଓ ନଭେମ୍ବର ୩ରେ […]
Read More...

Advertisement