PAN and Aadhaar
ଦେଶ- ବିଦେଶ 

ଆଧାର ଲିଙ୍କ ନହେଲେ ଅଚଳ ହୋଇଯିବ ପାନ୍‌

ଆଧାର ଲିଙ୍କ ନହେଲେ ଅଚଳ ହୋଇଯିବ ପାନ୍‌ ନୂଆଦିଲ୍ଲୀ: ଯଦି କୌଣସି ବ୍ୟକ୍ତି ମାର୍ଚ୍ଚ ୩୧, ୨୦୨୩ ପୂର୍ବରୁ ଆଧାର ସହିତ ତାଙ୍କର ପ୍ୟାନ୍‌ କାର୍ଡକୁ ଲିଙ୍କ୍‌ କରିବାରେ ବିଫଳ ହୁଅନ୍ତି ତେବେ ତାଙ୍କର ପ୍ୟାନ୍‌ କାର୍ଡ ଅଚଳ ହୋଇଯିବ ବୋଲି କେନ୍ଦ୍ର ସରକାରଙ୍କ ପକ୍ଷରୁ ଆଜି ଜାରି ହୋଇଥିବା ଏକ ବିବୃତିରେ କୁହାଯାଇଛି । ମାର୍ଚ୍ଚ ୩୧, ୨୦୨୩ ପୂର୍ବରୁ ଆଧାର ସହିତ ଲିଙ୍କ ହୋଇ ନଥିବା ପ୍ୟାନ୍‌ କାର୍ଡକୁ ଅବୈଧ ବୋଲି ବିବେଚନା କରାଯିବ । ଆଧାର ସହିତ ଲିଙ୍କ ହୋଇ ନଥିବା […]
Read More...

Advertisement