palak and meat Indian recipe
ଜୀବନଚର୍ଯ୍ୟା 

ଶାଗ ମାଂସ ତରକାରୀ

ଶାଗ ମାଂସ ତରକାରୀ ସାମଗ୍ରୀ – ଅଳ୍ପ ପରିମାଣ ସୋରିଷ ଶାଗ ଓ ପାଳଙ୍ଗ ଶାଗ, ୫ଚାମଚ ଅଲିଭ୍‌ ତେଲ, ଛୋଟ ଖଣ୍ଡେ ଅଦା (କଟା), ୬ ରୁ ୭ଟି ରସୁଣ କୋଲା (କଟା), ୨ଟି ବଡ ପିଆଜ କଟା, ୪ଟି କଞ୍ଚା ଲଙ୍କା,୩୦୦ ଗ୍ରାମ ମାଂସ (କଟା) । ପ୍ରଣାଳୀ – ପ୍ୟାନ୍‌ରେଲ ତେଲ ଗରମ କରନ୍ତୁ ଏଥିରେ ପିଆଜ, ଅଦା ଓ ରସୁଣ ପକାଇ କିଛି ସମୟ ଭାଜନ୍ତୁ । ଏହାପରେ ଏଥିରେ କଟା ମାଂସ ଓ ସୋରିଷ […]
Read More...

Advertisement