Pakistani currency low
ବିଶ୍ବ  ବାଣିଜ୍ୟ 

ମୁଦ୍ରା ବଜାରରେ ଖସୁଛି ପାକ୍‌ ମୁଦ୍ରାର ମୂଲ୍ୟ

ମୁଦ୍ରା ବଜାରରେ ଖସୁଛି ପାକ୍‌ ମୁଦ୍ରାର ମୂଲ୍ୟ ଦିଲ୍ଲୀ: ସେପ୍‌ଟେମ୍ବର ୧୬ : ଆଫଗାନିସ୍ଥାନରେ ତାଲିବାନ ସରକାର ଗଠନ ହେବା ପରେ ପାକିସ୍ତାନ ଉପରେ ବିପଦ ପଡ଼ିଛି । ବିଶ୍ୱ ମୁଦ୍ରା ବଜାରରେ ପାକ୍‌ ମୁଦ୍ରାର ମୂଲ୍ୟ ଲଗାତର ଭାବେ ହ ୍ରାସ ପାଇବାରେ ଲାଗିଛି । ଡଲାର ତୁଳାନରେ ପାକ୍‌ ମୁଦ୍ରାର ମୂଲ୍ୟ ଖସୁଛି । ପ୍ରଥମରୁ ପାକିସ୍ତାନ ଅର୍ଥନୀତି ସଙ୍କଟରେ ରହିଥିଲା । ପୁଣି ଏକ ନୂଆ ସଙ୍କଟ ଦେଖିବା ପରେ ଏବେ ଇମରାନଙ୍କ ଚିନ୍ତା ବଢିଯାଇଛି । ପାକ୍‌ର ଏକ ଗଣମାଧ୍ୟମ ଅନୁସାରେ, […]
Read More...

Advertisement