pakistan prime minister
ବିଶ୍ବ  ରାଜନୀତି 

ବଢୁଛି ଇମ୍ରାନ ଖାନଙ୍କ ଅଡୁଆ

ବଢୁଛି ଇମ୍ରାନ ଖାନଙ୍କ ଅଡୁଆ ଇସ୍ଲାମାବାଦ୍: ମାର୍ଚ୍ଚ ୩୦: ଅନାସ୍ଥା ଭୋଟ୍ ଆଗରୁ ପ୍ରମୁଖ ସହଯୋଗୀ ରାଜନୈତିକ ଦଳ ମୁତ୍ତାହିଦା କ୍ୱଉମି ମୁଭ୍ମେଣ୍ଟ୍-ପାକିସ୍ତାନ୍ (ଏମ୍କ୍ୟୁଏମ୍ପି) ବିରୋଧୀ ଦଳଙ୍କୁ ସମର୍ଥନ କରିବାରୁ ପାକିସ୍ତାନର ପ୍ରଧାନମନ୍ତ୍ରୀ ଖୁବ୍ ଜଟିଳ ପରିସ୍ଥିତିରେ ପଡ଼ିଯାଇଛନ୍ତି।ଏଭଳି ହେବା ଯୋଗୁଁ ସଂସଦରେ ଇମ୍ରାନ୍ ଖାଁ ସଂଖ୍ୟାଗରିଷ୍ଠତା ହରାଇଛନ୍ତି। ସମ୍ପ୍ରତି ୧୭୫ ସଦସ୍ୟ ହାସଲ କରି ପାକିସ୍ତାନର ବିରୋଧୀ ଦଳ ସଦସ୍ୟ ସମର୍ଥନ ସଂଖ୍ୟାରେ ଆଗୁଆ ଥିବା କଥା ଦି ନିଉଜ୍ ରିପୋର୍ଟ କରିଛି।ବିରୋଧୀ ଦଳରେ ଯୋଗ ଦେବ ବୋଲି ମଙ୍ଗଳବାର ରାତିରେ […]
Read More...

Advertisement