Pakistan Prime Minister Imran Khan
ରାଜନୀତି  ଦେଶ- ବିଦେଶ 

ଇମ୍ରାନଙ୍କ ପ୍ରଣ: ଛାଡିବେନି ପ୍ରଧାନମନ୍ତ୍ରୀ ଗାଦି

ଇମ୍ରାନଙ୍କ ପ୍ରଣ: ଛାଡିବେନି ପ୍ରଧାନମନ୍ତ୍ରୀ ଗାଦି ଇସ୍ଲାମାବାଦ: ଅପ୍ରେଲ ୦୧: ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ଦେଶକୁ ସମ୍ବୋଧିତ କରିଛନ୍ତି। ସେ ରେକର୍ଡିଂ ବାର୍ତ୍ତା ବଦଳରେ ଦେଶାବାସୀଙ୍କ ସହ ସିଧା ସମ୍ବାଦ କରିବାକୁ ଚାହାଁନ୍ତି ବୋଲି କହିଥିବା ବେଳେ ପାକିସ୍ତାନ ଲାଗି ବର୍ତ୍ତମାନ ଏକ ଗୁରୁତ୍ୱପୂର୍ଣ୍ଣ ସମୟ ବୋଲି କହିଛନ୍ତି। ଏଥିରେ ଦେଶବାସୀ କେଉଁ ରାସ୍ତାକୁ ଚୟନ କରିବେ ତାହା ତାଙ୍କ ଉପରେ ନିର୍ଭର କରେ । ଇମ୍ରାନ କହିଛନ୍ତି ଯେ ମୋ ପାକିସ୍ତାନୀମାନେ, ଆଜି ମୁଁ ଆପଣଙ୍କ ସହ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ […]
Read More...
ବିଶ୍ବ  ରାଜନୀତି 

ବଢୁଛି ଇମ୍ରାନ ଖାନଙ୍କ ଅଡୁଆ

ବଢୁଛି ଇମ୍ରାନ ଖାନଙ୍କ ଅଡୁଆ ଇସ୍ଲାମାବାଦ୍: ମାର୍ଚ୍ଚ ୩୦: ଅନାସ୍ଥା ଭୋଟ୍ ଆଗରୁ ପ୍ରମୁଖ ସହଯୋଗୀ ରାଜନୈତିକ ଦଳ ମୁତ୍ତାହିଦା କ୍ୱଉମି ମୁଭ୍ମେଣ୍ଟ୍-ପାକିସ୍ତାନ୍ (ଏମ୍କ୍ୟୁଏମ୍ପି) ବିରୋଧୀ ଦଳଙ୍କୁ ସମର୍ଥନ କରିବାରୁ ପାକିସ୍ତାନର ପ୍ରଧାନମନ୍ତ୍ରୀ ଖୁବ୍ ଜଟିଳ ପରିସ୍ଥିତିରେ ପଡ଼ିଯାଇଛନ୍ତି।ଏଭଳି ହେବା ଯୋଗୁଁ ସଂସଦରେ ଇମ୍ରାନ୍ ଖାଁ ସଂଖ୍ୟାଗରିଷ୍ଠତା ହରାଇଛନ୍ତି। ସମ୍ପ୍ରତି ୧୭୫ ସଦସ୍ୟ ହାସଲ କରି ପାକିସ୍ତାନର ବିରୋଧୀ ଦଳ ସଦସ୍ୟ ସମର୍ଥନ ସଂଖ୍ୟାରେ ଆଗୁଆ ଥିବା କଥା ଦି ନିଉଜ୍ ରିପୋର୍ଟ କରିଛି।ବିରୋଧୀ ଦଳରେ ଯୋଗ ଦେବ ବୋଲି ମଙ୍ଗଳବାର ରାତିରେ […]
Read More...
ବିଶ୍ବ 

ନିଜକୁ ଅପାରଗ ସ୍ୱୀକାର କଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ

ନିଜକୁ ଅପାରଗ ସ୍ୱୀକାର କଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ପାକିସ୍ତାନ: ଫେବୃଆରୀ ୧୧: ରିପୋର୍ଟ ଅନୁଯ।ୟୀ ପ।କିସ୍ତ।ନ ପ୍ରଧ।ନମନ୍ତ୍ରୀ ଇମ୍ର।ନ ଖ।ନ ଗୁରୁବ।ର ସ୍ୱୀକାର କରିଛନ୍ତି ଯେ ସିଷ୍ଟମର ଅମଲ।ତ।ନ୍ତ୍ରିକ ତ୍ରୁଟି ହେତୁ ତ।ଙ୍କ ସରକ।ର ପ୍ରତିଶ୍ରୁତି ଦେଇଥିବ। ପରିବର୍ତ୍ତନ ଆଣିବ।ରେ ସକ୍ଷମ ହୋଇ ନ।ହ।ଁନ୍ତି। ଏକ ସରକ।ରୀ କ।ର୍ଯ୍ୟକ୍ରମରେ ଯୋଗ ଦେଇ ଖ।ନ କହିଛନ୍ତି ଯେ ସେ ଆରମ୍ଭରେ ବୈପ୍ଳବିକ ପରିବର୍ତ୍ତନ‘ ଆଣିବ।କୁ ଚ।ହୁଁଛନ୍ତି, କିନ୍ତୁ ସେ ଏହ। କରି ପ।ରିବେ ନ।ହିଁ କ।ରଣ ଏହି ବ୍ୟବସ୍ଥ। ଶକ୍ ଗ୍ରହଣ କରିବ।ରେ ଅସମର୍ଥ। ସେ ଆହୁରି […]
Read More...
ବିଶ୍ବ  ରାଜନୀତି 

ପାକ୍‌-ଚୀନର ଗୁରୁତ୍ୱପୂର୍ଣ ବୈଠକ

ପାକ୍‌-ଚୀନର ଗୁରୁତ୍ୱପୂର୍ଣ ବୈଠକ ଚୀନ୍‌: ଫେବୃଆରୀ ୦୭: ଚୀନ୍ ରବିବ।ର ଦିନ ୬୦ ବିଲିୟନ ଆମେରିକୀୟ ଡଲ।ରର ସିପିଇସି ବିନିଯୋଗ କ।ର୍ଯ୍ୟକ୍ରମ ଅଧୀନରେ ପ।କିସ୍ତ।ନ ସହ ଘନିଷ୍ଠ ସହଯୋଗର ପ୍ରତିଶୃତି ଦେଇଛି । କ।ଶ୍ମୀର ସମସ୍ୟ।ର ସମ।ଧ।ନ କରିବ।କୁ ଆହ୍ୱାନ ମଧ୍ୟ ଦିଆଯାଇଛି। ଯେତେବେଳେ ପ୍ରଧ।ନମନ୍ତ୍ରୀ ଇମ୍ର।ନ ଖ।ନ ଚୀନ୍ର ଶୀର୍ଷ ନେତୃତ୍ୱଙ୍କ ସହ ଆଲୋଚନ। କରୁଛନ୍ତି ର।ଷ୍ଟ୍ରପତି ସି ଜିନପିଙ୍ଗଙ୍କ ସମେତ ଚୀନ୍ ତ।ଙ୍କର ଚ।ରି ଦିନିଆ ଗସ୍ତର ଶେଷ ଦିନରେ ଚୀନ୍-ପ।କିସ୍ଥ।ନ ଇକୋନୋମିକ୍ କରିଡରର ମନ୍ଥର ଗତି ଏବଂ […]
Read More...

Advertisement