Pakistan mosque-suicide-blast-several-dead-many-injured
ବିଶ୍ବ  ଅପରାଧ 

ପାକିସ୍ତାନ : ମସଜିଦ ରେ ଆତ୍ମଘାତୀ ବୋମା ବିସ୍ଫୋରଣ ଘଟି ୧୭ ମୃତ, ୮୦ ଆହତ

ପାକିସ୍ତାନ : ମସଜିଦ ରେ ଆତ୍ମଘାତୀ ବୋମା ବିସ୍ଫୋରଣ ଘଟି ୧୭ ମୃତ, ୮୦ ଆହତ ପେଶୱାର : ପାକିସ୍ଥାନ ପେଶୱାରରେ ଏକ ମସଜିଦରେ ଜଣେ ଆତ୍ମଘାତୀ ବୋମା ବିସ୍ଫୋରଣ ଘଟାଇ ନିଜ ସହିତ ୧୭ ଜଣଙ୍କ ଜୀବନ ନେଇଛି I ଏହି ଘଟଣାରେ ୮୦ ରୁ ଉର୍ଦ୍ଧ୍ବ ଆହତ ହୋଇଛନ୍ତି I ଷୋମବାର ଦିନ ୧.୪୦ ମିନିଟ ସମୟରେ ପେଶାୱାରର ପୋଲିସ ଲାଇନ୍ସ ପାଖରେ ଥିବା ମସଜିଦରେ ନମାଜ ପାଠ ପରେ ଏହି ବିସ୍ଫୋରଣ ଘଟିଥିଲା। ବିସ୍ଫୋରଣ ପୂର୍ବରୁ ମସଜିଦ ଭିତରୁ ଏକ ଭିଡିଓ ଚିତ୍ର,ଧ୍ୱସ୍ତ ହୋଇଥିବା ଭଗ୍ନାଂଶ ଭିତରୁ ଉଦ୍ଧାର କରାଯାଇଛି […]
Read More...

Advertisement