Pakistan’s Inter-Services Intelligence
ଦେଶ- ବିଦେଶ 

ଭାରତର ରେଳଧାରଣା ଉଡ଼ାଇ ଦେବା ପାଇଁ ପ୍ଲାନ୍‌ କରୁଛି ପାକିସ୍ତାନ

ଭାରତର ରେଳଧାରଣା ଉଡ଼ାଇ ଦେବା ପାଇଁ ପ୍ଲାନ୍‌ କରୁଛି ପାକିସ୍ତାନ ଦିଲ୍ଲୀ: ମେ ୨୩: ଭାରତୀୟ ଗୁଇନ୍ଦା ବିଭାଗ ତରଫରୁ ଏକ ବଡ଼ ସୂଚନା ଆଜି ମିଳିଛି । ପଞ୍ଜାବ ଏବଂ ଏହାର ଚତୁର୍ପାଶ୍ୱସ୍ଥ ରାଜ୍ୟଗୁଡ଼ିକରେ ବିସ୍ପୋରଣ କରି ରେଳଧାରଣା ଉଡ଼ାଇ ଦେବାକୁ ପାକିସ୍ତାନର ‘ଇଣ୍ଟର୍‌-ସର୍ଭିସ୍‌ ଇଣ୍ଟେଲିଜେନ୍‌ସ’ ଷଡ଼ଯନ୍ତ୍ର କରୁଛି । ଏନେଇ ଗୁଇନ୍ଦା ଏଜେନ୍ସି ସତର୍କ ସୂଚନା ଜାରି କରିଛି । ଗୁଇନ୍ଦା ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ‘ଆଇଏସ୍‌ଆଇ’ ଗୁଇନ୍ଦାମାନେ ପଞ୍ଜାବ ଏବଂ ତତ୍ସଂଲଗ୍ନ ରାଜ୍ୟଗୁଡ଼ିକରେ ବିସ୍ପୋରଣ କରି ରେଳଧାରଣା ଉଡ଼ାଇ ଦେବାକୁ ଯୋଜନା କରିଛନ୍ତି […]
Read More...

Advertisement