Padma Shri award
ମନୋରଞ୍ଜନ 

କଙ୍ଗନା ପାଇବେ ସମ୍ମାନୀୟ ପଦ୍ମଶ୍ରୀ ପୁରସ୍କାର

କଙ୍ଗନା ପାଇବେ ସମ୍ମାନୀୟ ପଦ୍ମଶ୍ରୀ ପୁରସ୍କାର ମୁମ୍ବାଇ: ନଭେମ୍ବର ୦୩: ଅଭିନେତ୍ରୀ କଙ୍ଗନା ରାଣାୱତଙ୍କ ଅଭିନୟର ନିପୂଣତା ପାଇଁ ନିକଟରେ ସେ ଜାତୀୟ ଫିଲ୍ମ ପୁରସ୍କାର ସମ୍ମାନରେ ସମ୍ମାନୀତ ହୋଇଥିଲେ । ଏବେ ସେ ସମ୍ମାନସ୍ପଦ ପଦ୍ମଶ୍ରୀ ପୁରସ୍କାର ପାଇବେ ବୋଲି ଖବର ମିଳିଛି । ବଲିଉଡର କୁଇନ୍‌ କଙ୍ଗନାଙ୍କ ସହ ଲୋକପ୍ରିୟ ଫିଲ୍ମ ନିର୍ମାତା ଏକତା କପୁର ଓ କରଣ ଜୋହର ମଧ୍ୟ ଏହି ସମ୍ମାନଜକ ପୁରସ୍କାର ପାଇବେ । ନିଜ ଫିଲïରେ ଉତ୍କୃଷ୍ଟ ପ୍ରଦର୍ଶନ ପାଇଁ ଏମାନଙ୍କୁ ପୁରସ୍କୃତ କରାଯିବ । […]
Read More...

Advertisement