Oxygen
Feature 

ଶେଷ ହୋଇଯିବ ଅମ୍ଳଜାନ

ଶେଷ ହୋଇଯିବ ଅମ୍ଳଜାନ ଜାପାନର ତୋହ ବିଶ୍ୱବିଦ୍ୟାଳୟର କିଛି ଗବେଷକଙ୍କ ନୂଆ ଗବେଷଣା ଅନୁସାରେ ଏକ ବିଲିଅନ ବର୍ଷପରେ ପୃଥିବୀରୁ ଅମ୍ଳଜାନ ଶେଷ ହୋଇଯିବ । ଯାହାଫଳରେ ପୃଥିବୀରେ ଜୀବନ ବଞ୍ଚିବା ଅସମ୍ଭବ ହୋଇଯିବବୋଲି ଏହି ଗବେଷକମାନେ ପ୍ରକାଶ କରିଛନ୍ତି । ଯେତେଯେତେ ଆମ ସୂର୍ଯ୍ୟର ବୟସ ବଢିବ ତାର ତେଜ ମଧ୍ୟ ବଢିବ, ଯାହାର ପ୍ରଭାବ ପୃଥିବୀର ପାଣିପାଗ ଉପରେ ବେଶ ପଡିବ । ଏହି କାରଣରୁ ପାଣି ବାଷ୍ପୀଭୂତ ହେବା, ମାଟିର ତାପମାତ୍ରା ବଢିବା, କାର୍ବନ୍‌ ସାଇକେଲ୍‌ ଦୁର୍ବଳ […]
Read More...

Advertisement