Owaisi car attack
ଅପରାଧ 

ଏଆଇଏମ୍ଆଇଏମ୍ ମୁଖ୍ୟ ଅସଦୁଦ୍ଦିନଙ୍କୁ ଗୁଳି ମାଡ

ଏଆଇଏମ୍ଆଇଏମ୍ ମୁଖ୍ୟ ଅସଦୁଦ୍ଦିନଙ୍କୁ ଗୁଳି ମାଡ ମେରୁଟ: ଫେବୃଆରୀ ୦୪: ମେରୁଟରେ ଏଆଇଏମ୍ଆଇଏମ୍ ମୁଖ୍ୟ ଅସଦୁଦ୍ଦିନ ଓୱ।ଇସିଙ୍କ କ।ରରେ ଗୁଳି ଚଳ।ଇଥିବ। ଅଭିଯୋଗ । ଦୁଇ ବ୍ୟକ୍ତି ତ।ଙ୍କ ଭ।ଷଣକୁ ନେଇ କିଛି ସମୟ ପ।ଇଁ ନେତ।ଙ୍କ ଉପରେ ଆକ୍ରମଣ କରିବ।କୁ ଯୋଜନ। କରିଥିଲେ ବୋଲି ସୂତ୍ରରୁ ପ୍ରକ।ଶ। ସେମ।ନେ ଓୱ।ଇସିଙ୍କ ପ୍ର।ୟ ସମସ୍ତ ଜନ ସମ।ବେଶରେ ଯୋଗଦେଉଥିଲେ ଏବଂ ମେରୁଟରେ ପୋଲ୍ ର।ଲିରେ ମଧ୍ୟ ଉପସ୍ଥିତ ଥିଲେ । ସିସିଟିଭିରୁ ମଧ୍ୟ ଦେଖାଯାଇଛି ଯେ ଗତ କିଛି ଦିନ ହେବ ଉଭୟ ଅଭିଯୁକ୍ତ […]
Read More...

Advertisement