OTT RELIES
ମନୋରଞ୍ଜନ 

ଓଟିଟିରେ ରିଲିଜ୍‌ ହେବ ଫିଲ୍ମ ସମ୍ରାଟ୍‌ ପୃଥ୍ୱୀରାଜ

ଓଟିଟିରେ ରିଲିଜ୍‌ ହେବ ଫିଲ୍ମ ସମ୍ରାଟ୍‌ ପୃଥ୍ୱୀରାଜ ଅକ୍ଷୟ କୁମାରଙ୍କ ଫିଲ୍ମ ସମ୍ରାଟ ପୃଥିରାଜ ଥିଏଟର ପରେ ଏବେ ଓଟିଟି ପ୍ଲାଟଫର୍ମରେ ରିଲିଜ୍‌ ହେବାକୁ ଯାଉଛି । ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ଅଛନ୍ତି ମାନୁଷୀ ଚିଲ୍ଲର, ଅକ୍ଷୟ କୁମାର, ସୋନୁ ସୁଦ ଏବଂ ସଞ୍ଜୟ ଦତ୍ତ । ୟଶରାଜ ବ୍ୟାନର ଦ୍ୱାରା ପ୍ରସ୍ତୁତ ହୋଇଥିବା ଏହି ଫିଲ୍ମକୁ ନିର୍ଦ୍ଦେଶନା ଦେଇଛନ୍ତି ଚନ୍ଦ୍ରପ୍ରକାଶ ଦ୍ୱିବେଦୀ । କହିବାକୁ ଗଲେ ଏହା ବକ୍ସ ଅଫିସରେ ସେତେ ହିଟ୍‌ ହୋଇପାରି ନାହିଁ । ତେବେ ଓଟିଟି ପ୍ଲାଟଫର୍ମରେ ଏହା […]
Read More...

Advertisement