OTT platform
ମନୋରଞ୍ଜନ 

ପୁରା ହେଲା ଶିଳ୍ପାଙ୍କ ପୁଅର ଇଚ୍ଛା

ପୁରା ହେଲା ଶିଳ୍ପାଙ୍କ ପୁଅର ଇଚ୍ଛା ମୁମ୍ବାଇ: ଜୁନ ୨୨: ସିଲଭର ସ୍କ୍ରିନ୍‌ ପରେ ଏବେ ଓଟିଟିରେ ଧମାଲ୍‌ କରିବାକୁ ପ୍ରସ୍ତୁତ ଶିଳ୍ପା ଶେଟ୍ଟୀ । ନିର୍ଦ୍ଦେଶକ ରୋହିତ ଶେଟ୍ଟୀଙ୍କ ଫିଲ୍ମ ଇଣ୍ଡିଆନ୍‌ ପୋଲିସ ଫୋର୍ସରେ ସେ ତାଙ୍କର ଡିଜିଟାଲ୍‌ କ୍ୟାରିୟର ଆରମ୍ଭ କରିବାକୁ ଯାଉଛନ୍ତି । ଏହି ସମୟରେ ଶିଳ୍ପା ଇଣ୍ଡିଆନ୍‌ ପୋଲିସ ଫୋର୍ସରେ ଯୋଗଦେବାର ପ୍ରକୃତ କାରଣ ବିଷୟରେ ମଧ୍ୟ କହିଛନ୍ତି । ସେ ଏକ ବାର୍ତ୍ତାଳାପରେ କହିଛନ୍ତି ଯେ ତାଙ୍କୁ ଏହି ପ୍ରୋଜେକଫରେ କାମ କରିବାକୁ କିଏ କହିଥିଲା ଏବଂ […]
Read More...
ମନୋରଞ୍ଜନ 

ରିଲିଜ ହେଲା ଆଶ୍ରମ ୪ର ଟିଜର

ରିଲିଜ ହେଲା ଆଶ୍ରମ ୪ର ଟିଜର ନୂଆଦିଲ୍ଲୀ: ଜୁନ ୦୪: ଆଶ୍ରମର ସିଜନ-୩ ଓଟିଟି ପ୍ଲାଟଫର୍ମରେ ଷ୍ଟ୍ରିମିଂ ଆରମ୍ଭ ହୋଇଯାଇଛି । ବର୍ତ୍ତମାନ ସିଜିନ୍‌-୪ର ଟିଜର ଗତକାଲି ରିଲିଜ୍‌ ହୋଇଛି । ଏହି େୱବ୍‌ ସିରିଜରେ ବାବା ନିରାଲାଙ୍କ ଭୂମିକାରେ ଅଭିନୟ କରିଥିବା ବବି ଦେଓଲ୍‌ ପୁଣି ଥରେ ଭଣ୍ଡ ବାବା ଭୂମିକାରେ ଦମଦାରଅଭିନୟ କରିଛନ୍ତି । ସିରିଜର ନାମ ଅଫିସିଆଲି ଭାବେ ଏକ ବଦନାମ୍‌ ଆଶ୍ରମଦ ରଖାଯାଇଛି । ଯାହାକୁ ବବି ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଟିଜରକୁ ସେୟାର କରି କ୍ୟାପସନରେ ଲେଖିଛନ୍ତି […]
Read More...
ମନୋରଞ୍ଜନ 

ବକ୍ସ ଅଫିସ ପେର ଏବେ ଓଟିଟିରେ ଧମାଲ କରିବ କେଜିଏଫ୍‌-୨

ବକ୍ସ ଅଫିସ ପେର ଏବେ ଓଟିଟିରେ ଧମାଲ କରିବ କେଜିଏଫ୍‌-୨ ନୂଆଦିଲ୍ଲୀ: ମଇ୦୭: ସୁପରଷ୍ଟାର ୟଶଙ୍କ ଫିଲ୍ମ କେଜିଏଫ୍ -୨ ଦେଶ ତଥା ଦେଶ ବାହାରେ ବହୁତ ବଡ ସଫଳତା ହାସଲ କରିଛି । ଏହି ଚଳଚ୍ଚିତ୍ର ବର୍ତ୍ତମାନ ସମସ୍ତ ହିଟ୍ ଫିଲ୍ମକୁ ପଛରେ ପକାଇ ଦେଇଛି । ବର୍ତ୍ତମାନ ଏହାର ଓଟିଟି ରାଇଟସ୍ ବିଷୟରେ ଏକ ବଡ ଖବର ଆସିଛି ।କେଜିଏଫ୍ -୨ର ରାଇଟସ୍ ପ୍ରାୟ ୩୨୦ କୋଟିରେ ବିକ୍ରି କରାଯାଇଛି । ଯାହା ଏକ ଭାରତୀୟ ଚଳଚ୍ଚିତ୍ର ପାଇଁ ସବୁଠାରୁ ବଡ ଡିଲ୍ ବୋଲି ପ୍ରମାଣିତ […]
Read More...
ମନୋରଞ୍ଜନ 

ଓଟିଟିରେ ମୁକ୍ତିଲାଭ କଲା ଫିଲ୍ମ ପୁଷ୍ପା

ଓଟିଟିରେ ମୁକ୍ତିଲାଭ କଲା ଫିଲ୍ମ ପୁଷ୍ପା ନୂଆଦିଲ୍ଲୀ : ଜାନୁଆରୀ ୧୪: ଅଲ୍ଲୁ ଅର୍ଜୁନଙ୍କ ବ୍ଲକବଷ୍ଟର ଫିଲ୍ମ ପୁଷ୍ପ। ଦି ର।ଇଜ୍ ଆମ।ଜନ ପ୍ର।ଇମ ଭିଡିଓରେ ମୁକ୍ତିଲ।ଭ କରିଛି । ଏହି ପିଲ୍ମଟି ଜ।ନୁଆରୀ ୭ରେ ତେଲୁଗୁ, ତ।ମିଲ, ମ।ଲ।ୟ।ଲମ୍ ଏବଂ କନ୍ନଡ ଭ।ଷ।ରେ ଓଟିଟି ପ୍ଲ।ଟଫର୍ମରେ ରିଲିଜ ହୋଇଥିଲ। । ତେବେ ଏହାର ହିନ୍ଦୀ ଭର୍ସନ ଆଜି ଓଟିଟି ପ୍ଲାଟଫର୍ମରେ ରିଲିସ୍‌ ହୋଇଛି। ଫିଲ୍ମର କ୍ୟ।ପସନ୍ ଦିଆଯାଇଛି ଯେ ଏହ। ଫିଲ୍ମ ନୁହେଁ .. ଫ।ୟ।ର । ବିଳମ୍ବିତ ର।ତିରେ ସୋସିଆଲ ମିଡିଆରେ […]
Read More...
ମନୋରଞ୍ଜନ 

ଓଟିଟିରୁ ମୁହଁ ଫେରାଇଲେ ନୱାଜ

ଓଟିଟିରୁ ମୁହଁ ଫେରାଇଲେ ନୱାଜ ମୁମ୍ବାଇ: ଆଜିକାଲି ବଲିଉଡ୍‌ ଇଣ୍ଡଷ୍ଟ୍ରୀର ନାମୀଦାମୀ ଷ୍ଟାରମାନେ ଓଟିଟି ପ୍ଲାଟଫର୍ମରେ କାମ କରୁଛନ୍ତି । କୌଣସି ନା କୌଣସି ପ୍ରୋଜେକଫ ସହ ସମ୍ପୃକ୍ତ ହୋଇଛନ୍ତି, ନଚେତ୍‌ ଆଗାମୀ ଦିନରେ ଓଟିଟିରେ ନଜର ଆସିବାକୁ ଯାଉଛନ୍ତି । ସେହିପରି ଚରିତ୍ର ଅଭିନେତା ନୱାଜୁଦ୍ଦିନ ସିଦ୍ଧିକି ବଲିଉଡ୍‌ ସହ ଡିଜିଟାଲ ପ୍ଲାଟଫର୍ମରେ ମଧ୍ୟ ଖୁବ ଆକଫିଭ୍‌ । ‘ଗେମ୍ସ ଅଫ୍‌ ୱାସେପୁର’ ଅଭିନେତା ନୱାଜ ମଧ୍ୟ ଅନେକ େୱବ୍‌ ସିରିଜ୍‌ରେ ଅଭିନୟ କରିଛନ୍ତି ଏବଂ ଡିଜିଟାଲ ଦୁନିଆରେ କମାଲ କରିବାରେ […]
Read More...
ମନୋରଞ୍ଜନ 

ରାଜ କୁନ୍ଦ୍ରାଙ୍କ ଅଡ଼ୁଆ ବଢ଼ିଲା: ୧୫୦୦ ପୃଷ୍ଟାର ଚାର୍ଜସିଟ ଦାଖଲ କଲା କ୍ରାଇମବ୍ରାଞ୍ଚ

ରାଜ କୁନ୍ଦ୍ରାଙ୍କ ଅଡ଼ୁଆ ବଢ଼ିଲା: ୧୫୦୦ ପୃଷ୍ଟାର ଚାର୍ଜସିଟ ଦାଖଲ କଲା କ୍ରାଇମବ୍ରାଞ୍ଚ ମୁମ୍ବାଇ: ସେପ୍‌ଟେମ୍ବର ୧୪ : ଦିନକୁ ଦିନ ରାଜ କୁନ୍ଦ୍ରାଙ୍କ ଅଡ଼ୁଆ ବଢ଼ିବାରେ ଲାଗିଛି । ପୋନୋଗ୍ରାଫି ମାମଲାରେ କାଲି ମୁମ୍ବାଇ କ୍ରାଇମବ୍ରାଞ୍ଚ ରାଜ କୁନ୍ଦ୍ରାଙ୍କ ନାମରେ ୧୫୦୦ ପୃଷ୍ଟା ସମ୍ବଳିତ ଏକ ଚାର୍ଜସିଟ୍‌ କୋର୍ଟରେ ଦାଖଲ କରିଛି । ସୂଚନା ଅନୁସାରେ, ମୁମ୍ବାଇ କ୍ରାଇମବ୍ରାଞ୍ଚ ଦାଖଲ କରିଥିବା ଏହି ସପ୍ଲିମେଣ୍ଟାରୀ ଚାର୍ଜସିଟରେ ରାଜକୁନ୍ଦ୍ରାଙ୍କ ସମେତ ଅନ୍ୟ କିଛି ଅଭିଯୁକ୍ତଙ୍କ ବିରୋଧରେ ଚାର୍ଜସିଟ୍‌ ଦାଖଲ କରାଯାଇଛି । ଏହି ଚାର୍ଜସିଟରେ ମୋଟ ୪୩ ଜଣଙ୍କ ବୟାନ ରେକର୍ଡ […]
Read More...

Advertisement