OSMCL
ଓଡ଼ିଶା 

ମଗେଇଥିଲେ ନେଉନାହାନ୍ତି; ଔଷଧ ନିଗମ ଗୋଦାମ ଆଗରେ ଅଟକିଛି ୪୦ ଟ୍ରକ୍‌

ମଗେଇଥିଲେ ନେଉନାହାନ୍ତି; ଔଷଧ ନିଗମ ଗୋଦାମ ଆଗରେ ଅଟକିଛି ୪୦ ଟ୍ରକ୍‌ ଭୁବନେଶ୍ୱର: ମେ ୩୧:କରୋନା ମୁକାବିଲା ପାଇଁ କିଟ୍‌ ମଗାଇଥିଲେ ଓଡିଶା ଔଷଧ ନିଗମ । ଅର୍ଡର ଅନୁସାରେ ମାଲ ବି ପହଞ୍ଚିଛି । କିନ୍ତୁ ଆଶ୍ଚର୍ଯ୍ୟର କଥା ଏହାକୁ ଗ୍ରହଣ କରୁନାହାନ୍ତି ରାଜ୍ୟସରକାର । ଫଳରେ ୪୦ଟି ପିପିଇ କିଟ୍‌ ବୋଝେଇ ଟ୍ରକ୍‌ ଓଡିଶା ରାଜ୍ୟ ଔଷଧ ନିଗମ ପଣ୍ୟାଗାର ନିକଟରେ ଅଟକି ରହିଛି । ନିଗମ କର୍ତ୍ତୃପକ୍ଷ ଏହାକୁ ଗ୍ରହଣ କରିବା ପାଇଁ ରାଜି ହେଉନଥିବାରୁ କିଟ୍‌ ପଠାଇଥିବା ଏସ୍‌ଏମ୍‌ସିଏଲ୍‌ ଏଥିପାଇଁ ଓଡ଼ିଶା ରାଜ୍ୟ ଔଷଧ […]
Read More...

Advertisement