Oriya Girl Wins 2022 Global Miss Asia Asia International India
ଜିଲ୍ଲା  ଓଡ଼ିଶା 

ଓଡ଼ିଆ ଝିଅ ଜିତିଲେ ୨୦୨୨ ଗ୍ଳୋବାଲ ମିସ୍‌ ଏସିଆ ଇଣ୍ଟରନ୍ୟାସନାଲ ଇଣ୍ଡିଆ

ଓଡ଼ିଆ ଝିଅ ଜିତିଲେ ୨୦୨୨ ଗ୍ଳୋବାଲ ମିସ୍‌ ଏସିଆ ଇଣ୍ଟରନ୍ୟାସନାଲ ଇଣ୍ଡିଆ ଭୁବନେଶ୍ୱର/ବଲାଙ୍ଗିର: ଓଡ଼ିଆ ଝିଅ ଡ଼. କାଜଲ ମହାପାତ୍ର ଫେସନ୍‌ ଓ ସୌନ୍ଦର୍ଯ୍ୟ ପ୍ରତିଯୋଗୀତାରେ ଜାତୀୟ ସ୍ତରରେ କମାଲ ଦେଖାଇଛନ୍ତି । ଆଗ୍ରାଠାରେ ଦି ରିଟ୍ରିଟରେ ଜୁନ ୨୧ରୁ ୨୫ ତାରିଖ ପର୍ଯ୍ୟନ୍ତ ଆୟୋଜିତ ଫେସନ ଓ ସୌନ୍ଦର୍ଯ୍ୟ ପ୍ରତିଯୋଗୀତାରେ ନିଜର ଦକ୍ଷତା ବିଚକ୍ଷଣତା ଓ ବୁଦ୍ଧିମତାର ପ୍ରମାଣ ଦେଇ ବିଜେତା ହୋଇଛନ୍ତି । ଏହି ପ୍ରତିଯୋଗୀତାରେ ଦେଶର ବିଭିନ୍ନ ପ୍ରାନ୍ତରୁ ବଛା ବଛା ୬୦ ପ୍ରତିଯୋଗୀ ଫାଇନାଲରେ ପ୍ରବେଶ କରିଥିଲେ । ପ୍ରତିଯୋଗୀଙ୍କ ବିଭିନ୍ନ ଗୁଣାତ୍ମକ ଦକ୍ଷତାକୁ […]
Read More...

Advertisement