Orissa High Court
ଓଡ଼ିଶା 

ହାଇକୋର୍ଟରେ ପହଞ୍ଚିଲା ଅର୍ଚ୍ଚନାଙ୍କ ଜାମିନ ଆବେଦନ

ହାଇକୋର୍ଟରେ ପହଞ୍ଚିଲା ଅର୍ଚ୍ଚନାଙ୍କ ଜାମିନ ଆବେଦନ ଭୁବନେଶ୍ୱର: ରାଜ୍ୟର ବଡ଼ବଡ଼ିଆ ବିଧାୟକ, ରାଜନେତା, ପୋଲିସ ଓ ବିଜନେସ୍‌ ମ୍ୟାନଙ୍କୁ ହନିଟ୍ରାପ୍‌ରେ ଫସାଇଥିବା ଅର୍ଚ୍ଚନା ନାଗ ଭୁବନେଶ୍ୱର ଏସ୍‌ଡିଜିଏମ୍‌ କୋର୍ଟରେ ଜାମିନ ଆବେଦନ କରିଥିଲେ । ହେଲେ ଅର୍ଚ୍ଚନାଙ୍କ ଜାମିନ ଆବେଦନର ଶୁଣାଣି ହୋଇପାରି ନଥିଲା । ଏକାଧିକ ଓକିଲ ଆବେଦନ କରିଥିବାରୁ ଶୁଣାଣି ହୋଇପାରି ନଥିଲା । ଏଣୁ ଆଜି ଅର୍ଚ୍ଚନା ଏହି ହାଇପ୍ରୋଫାଇଲ୍‌ କେସ୍‌ ହାଇକୋର୍ଟରେ ପହଞ୍ଚିଛି । ଭାରତୀୟ ବିକାଶ ପରିଷଦ ପକ୍ଷରୁ ହାଇକୋର୍ଟରେ ମାମଲା କରାଯାଇ ଥିବା ସୂଚନା ମିଳିଛି […]
Read More...
ଜିଲ୍ଲା 

ମମିତା ମେହେର ହତ୍ୟାକାଣ୍ଡ ମାମଲାର ମୁଖ୍ୟ ଅଭିଯୁକ୍ତକୁ ୧୪ ଦିନିଆ ଜାମିନ

ମମିତା ମେହେର ହତ୍ୟାକାଣ୍ଡ ମାମଲାର ମୁଖ୍ୟ ଅଭିଯୁକ୍ତକୁ ୧୪ ଦିନିଆ ଜାମିନ କଣ୍ଟାବାଞ୍ଜି: ବହୁଚର୍ଚ୍ଚିତ କଳାହାଣ୍ଡି ଜିଲ୍ଲା ମହାଲିଙ୍ଗ ସନସାଇନ ସ୍କୁଲ ଶିକ୍ଷୟତ୍ରୀ ମମିତା ମେହେର ହତ୍ୟାକାଣ୍ଡ ଘଟଣାରେ ମୁଖ୍ୟ ଅଭିଯୁକ୍ତ ଭାବେ କଣ୍ଟାବାଞ୍ଜି ଉପକାରାଗାରରେ ବିଚାରଧୀନ ବନ୍ଦୀ ଭାବେ ଥିବା ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କୁ କଣ୍ଟାବାଞ୍ଜି ଅତିରିକ୍ତ ଦୌରା ଜଜ ଶୁକ୍ରଠାରୁ ଆସନ୍ତା ୧୪ ଦିନ ପାଇଁ ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ ମତେ ସର୍ତ୍ତ ମୂଳକ ଜାମିନ ମଂଜୁର ପରେ ଗୋବିନ୍ଦ ଜେଲରୁ ଆଜି ଖଲାସ ହୋଇଛନ୍ତି । ହାଇକୋର୍ଟଙ୍କ ନିଷ୍ପତି ଅନୁସାରେ ମଧ୍ୟବର୍ତ୍ତିକାଳୀନ ଜାମିନ ଦେଲେ […]
Read More...
ଜିଲ୍ଲା  ଦେଶ- ବିଦେଶ 

ଓଡ଼ିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ଆଇନ୍‌ ଉପରେ ରହିତାଦେଶ ଦେଲେ ସୁପ୍ରିମ କୋର୍ଟ

ଓଡ଼ିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ଆଇନ୍‌ ଉପରେ ରହିତାଦେଶ ଦେଲେ ସୁପ୍ରିମ କୋର୍ଟ ଦିଲ୍ଲୀ: ମେ ୨୧: ଓଡ଼ିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ଅଧିନିୟମ, ୨୦୨୦ ଉପରେ ସୁପ୍ରିମ କୋର୍ଟ ରହିତାଦେଶ ଲଗାଇଛନ୍ତି । ତେବେ ସୁପ୍ରିମ କୋର୍ଟ ତିନି ମାସ ପର୍ଯ୍ୟନ୍ତ ରହିତାଦେଶ ଲଗାଇଥିବା ସୂଚନା ରହିଛି । ଏଥିସହିତ ସର୍ବୋଚ୍ଚ ଅଦାଲତ ଓଡ଼ିଶାର ଆଡଭୋକେଟ୍‌ ଜେନେରାଲଙ୍କୁ ଚାରି ସପ୍ତାହ ମଧ୍ୟରେ ଜବାବୀ ସତ୍ୟପାଠ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଆଜି ମାମଲାର ଶୁଣାଣି ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ୍‌ ଏସ୍‌ ଅବଦୁଲ ନଜିର ଓ ଜଷ୍ଟିସ୍‌ କେ ମୁରାରୀଙ୍କ ଖଣ୍ଡପୀଠରେ […]
Read More...
ଓଡ଼ିଶା 

ଦୁଇମାସ ଭିତରେ ସ୍କୁଲ ଖୋଲିବ: ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଲା ହାଇକୋର୍ଟ

ଦୁଇମାସ ଭିତରେ ସ୍କୁଲ ଖୋଲିବ: ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଲା ହାଇକୋର୍ଟ କଟକ: ଫେବୃଅରୀ ୨: ଆସନ୍ତା ୨ ମାସ ଭିତରେ ସ୍କୁଲ ଖୋଲିବାକୁ ରାଜ୍ୟ ସରକାରଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ ଦେଇଛନ୍ତି । କୋଭିଡ଼ କଟକଣା ଭିତରେ କିଭଳି ସ୍କୁଲ ଖୋଲାଯାଇପାରିବ ଏନେଇ ରାଜ୍ୟ ସରକାର କୋର୍ଟଙ୍କୁ ଜଣାଇବେ । ତେବେ କୋଭିଡ଼ କଟକଣା ଭିତରେ ସ୍କୁଲ ଖୋଲିବା ନେଇ ହାଇକୋର୍ଟରେ ମାମଲା ରୁଜୁ ହୋଇଥିଲା । ଯାହାକୁ ବିଚାର କରି କୋର୍ଟ ତା’ର ନିଷ୍ପତି ଶୁଣାଇଛି । ରାଜ୍ୟରେ କରୋନା ସଂକ୍ରମଣ ହ ୍ରାସ ପାଉଥିବାରୁ କଟକଣା କୋହଳ […]
Read More...
ଓଡ଼ିଶା 

ଆଜି ହାଇକୋର୍ଟର ୨ ନୂଆ ବିଚାରପତି ଶପଥ ନେଲେ

ଆଜି ହାଇକୋର୍ଟର ୨ ନୂଆ ବିଚାରପତି ଶପଥ ନେଲେ ଭୁବନେଶ୍ୱର: ଅକ୍‌ଟୋବର ୦୮: ଆଜି ଓଡ଼ିଶା ହାଇକୋର୍ଟର ଦୁଇ ବିଚାରପତି ଶପଥ ପାଠ ଗ୍ରହଣ କରିଛନ୍ତି । ସେମାନେ ହେଲେ ଜଷ୍ଟିସ୍‌ ଯଶୋବନ୍ତ ସିଂହ ଏବଂ ଜଷ୍ଟିସ୍‌ ଅରିନ୍ଦମ ସିହ୍ନା । ହାଇକୋର୍ଟର ନୂଆ ସମ୍ମିଳନୀ କକ୍ଷରେ ମୁଖ୍ୟ ବିଚାରପତି ଜଷ୍ଟିସ୍‌ ଏସ୍‌. ମୁରଲୀଧର ଦୁଇ ବିଚାରପତିଙ୍କୁ ଶପଥ ପାଠ କରାଇଥିଲେ । ସୂଚନା ଥାଉଯେ, ପଞ୍ଜାବ ଓ ହରିୟାଣା ହାଇକୋର୍ଟରୁ ଜଷ୍ଟିସ ଯଶୋବନ୍ତ ସିଂହ ଓଡ଼ିଶା ହାଇକୋର୍ଟକୁ ବଦଳି ହୋଇ ଆସିଛନ୍ତି । ସେହିପରି ଜଷ୍ଟିସ […]
Read More...
ଓଡ଼ିଶା 

ଜଷ୍ଟିସ୍‌ ସାବିତ୍ରୀ ରଥ ଓଡ଼ିଶା ହାଇକୋର୍ଟର ନୂତନ ବିଚାରପତି

ଜଷ୍ଟିସ୍‌ ସାବିତ୍ରୀ ରଥ ଓଡ଼ିଶା ହାଇକୋର୍ଟର ନୂତନ ବିଚାରପତି ଭୁବନେଶ୍ୱର : ଜୁନ ୦୯:ଓଡ଼ିଶା ହାଇକୋର୍ଟର ନୂତନ ବିଚାରପତି ଭାବେ ନିଯୁକ୍ତ ହୋଇଛନ୍ତି ଜଷ୍ଟିସ ସାବିତ୍ରୀ ରଥ । ରାଷ୍ଟ୍ରପତି ରାମନାଥ କୋବିନ୍ଦ ସୁଶ୍ରୀ ରଥଙ୍କୁ ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ନିଯୁକ୍ତି ଦେଇଛନ୍ତି । ଏ ନେଇ କେନ୍ଦ୍ର ଆଇନ ମନ୍ତ୍ରାଳୟ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି । ସୁଶ୍ରୀ ସାବିତ୍ରୀ ରଥଙ୍କ ନିଯୁକ୍ତି ଫଳରେ ଓଡ଼ିଶା ହାଇକୋର୍ଟର ବିଚାରପତି ସଂଖ୍ୟା ୧୬ରେ ପହଞ୍ଚିଛି । ଗତ ଜାନୁୟାରୀ ମାସରେ ସୁପ୍ରିମକୋର୍ଟ କଲିଜିୟମ୍‌ ପକ୍ଷରୁ ସୁଶ୍ରୀ […]
Read More...
ଓଡ଼ିଶା 

ଉଲିବୁରୁ ଖଣି ଦୁର୍ନୀତି ମାମଲା; ଷଷ୍ଠ ଥର ଲାଗି ଦୀପକ ଗୁପ୍ତାଙ୍କ ଜାମିନ୍‌ ଆବେଦନ

ଉଲିବୁରୁ ଖଣି ଦୁର୍ନୀତି ମାମଲା; ଷଷ୍ଠ ଥର ଲାଗି ଦୀପକ ଗୁପ୍ତାଙ୍କ ଜାମିନ୍‌ ଆବେଦନ ରିପୋର୍ଟ: ପ୍ରଫୁଲ୍ଲ ମହାନ୍ତି କଟକ : ମେ ୨୮: କେନ୍ଦୁଝରର ବହୁ ଚର୍ଚ୍ଚିତ ଉଲିବୁରୁ ଖଣି ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ମୁଖ୍ୟ ଅଭିଯୁକ୍ତ ଦୀପକ ଗୁପ୍ତା ଷଷ୍ଠ ଥର ଲାଗି ହାଇକୋର୍ଟରୁ ଜାମିନ୍‌ ପାଇଁ ଆବେଦନ କରିଛନ୍ତି । ଆଜି ଏହି ମାମଲାର ଶୁଣାଣି ହାଇକୋର୍ଟର ବିଚାରପତି ଜଷ୍ଟିସ୍‌ ସଙ୍ଗମ କୁମାର ସାହୁଙ୍କ ଇଜିଲାସରେ ହୋଇଥିଲା। ଏହି ମାମଲାରେ ଭିଜିଲାନ୍ସ ପକ୍ଷରୁ ସ୍ୱତନ୍ତ୍ର ଭାବେ ନିଯୁକ୍ତ ବରିଷ୍ଠ ଆଇନଜୀବୀ ଏନ୍‌.ସି. ପାଣିଗ୍ରାହୀ ଜାମିନ୍‌କୁ ବିରୋଧ କରି […]
Read More...
ଓଡ଼ିଶା 

ରଥଯାତ୍ରା ବାତିଲ ପାଇଁ ହାଇକୋର୍ଟରେ ମାମଲା

ରଥଯାତ୍ରା ବାତିଲ ପାଇଁ ହାଇକୋର୍ଟରେ ମାମଲା By Papu Mohanty ଭୁବନେଶ୍ୱର : May 21:ପୁରୀ ରଥଯାତ୍ରା ବାତିଲ ପାଇଁ ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ଦାୟର ହୋଇଛି । ଭାରତୀୟ ବିକାଶ ପରିଷଦ ପକ୍ଷରୁ ଏହି ମାମଲା ଦାୟର କରାଯାଇଥିଲାବେଳେ ଏଥିରେ କେନ୍ଦ୍ର ଓ ରାଜ୍ୟ ସରକାର, ଗଜପତି ମହାରାଜା ପ୍ରମୁଖଙ୍କୁ ପକ୍ଷଭୁକ୍ତ କରାଯାଇଛି । କରୋନା ପାଇଁ ରଥଯାତ୍ରା ନେଇ ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟ ନିଷ୍ପତ୍ତି ହୋଇନାହିଁ । ମାତ୍ର ରଥ ନିର୍ମାଣ କାର୍ଯ୍ୟ  ଚାଲୁ ରହିଛି । ପରିସ୍ଥିତି ଅନୁସାରେ […]
Read More...
ଓଡ଼ିଶା 

ହାଇକୋର୍ଟଙ୍କ ନିର୍ଦ୍ଦେଶ ଉପରେ ସୁପ୍ରିମ୍‌କୋର୍ଟଙ୍କ ରହିତାଦେଶ; କେନ୍ଦ୍ର ସରକାରଙ୍କ ଗାଇଡ୍‌ଲାଇନ୍‌ ଆଧାରରେ ଫେରିପାରିବେ ପ୍ରବାସୀ

ହାଇକୋର୍ଟଙ୍କ ନିର୍ଦ୍ଦେଶ ଉପରେ ସୁପ୍ରିମ୍‌କୋର୍ଟଙ୍କ ରହିତାଦେଶ; କେନ୍ଦ୍ର ସରକାରଙ୍କ ଗାଇଡ୍‌ଲାଇନ୍‌ ଆଧାରରେ ଫେରିପାରିବେ ପ୍ରବାସୀ Edited by Papu Mohanty କଟକ(ସ.ବୁ୍ୟ): 08/05: କରୋନା ସଂକ୍ରମିତମାନେ ରାଜ୍ୟକୁ ଫେରିପାରିବେ ନାହିଁ ବୋଲି ଓଡିଶା ହାଇକୋର୍ଟ ଦେଇଥିବା ଆଦେଶ ଉପରେ ଆଜି ସୁପ୍ରିମ୍‌କୋର୍ଟ ରହିତାଦେଶ ଜାରି କରିଛନ୍ତ । ଏଥିସହ ପ୍ରବାସୀମାନେ ରାଜ୍ୟକୁ ଫେରିବା ପାଇଁ କେନ୍ଦ୍ର ସରକାରଙ୍କ ଯେଉଁ ଗାଇଡ୍‌ଲାଇନ୍‌ ରହିଛି ତାହାକୁ ଅନୁପାଳନ କରିବାକୁ ସର୍ବୋଚ୍ଚ ଅଦାଲତ ଆଦେଶରେ ସ୍ପଷ୍ଟ କରିଛନ୍ତ । ଗତକାଲି ପ୍ରବାସୀ ଓଡିଆଙ୍କ ଫେରିବା ଉପରେ ଓଡିଶା ହାଇକୋର୍ଟ କଟକଣା ଜାରି କରିଥିଲାବେଳେ ଆଜି ଏହି ଆଦେଶକୁ […]
Read More...

Advertisement