Orissa High Court to
ଓଡ଼ିଶା 

ଶପଥ ନେଲେ ହାଇକୋର୍ଟର ୩ ବିଚାରପତି

ଶପଥ ନେଲେ ହାଇକୋର୍ଟର ୩ ବିଚାରପତି କଟକ: ଫେବୃଆରୀ ୧୪ : ଆଜି ଓଡ଼ିଶା ହାଇକୋର୍ଟରେ ନୂଆ ୩ ଜଣ ବିଚାରପତି ଶପଥ ଗ୍ରହଣ କରିଛନ୍ତି । ସେମାନେ ହେଲେ-ଜଷ୍ଟିସ୍‌ ଭି. ନରସିଂହ, ଜଷ୍ଟିସ୍‌ ବିରଜା ପ୍ରସନ୍ନ ଶତପଥୀ ଓ ଜଷ୍ଟିସ୍‌ ମୁରାହରି ଶ୍ରୀରମଣ । ମୁଖ୍ୟ ବିଚାରପତି ଏସ୍‌. ମୁରଲୀଧରନ୍‌ ୩ ବିଚାରପତିଙ୍କୁ ଶପଥ ପାଠ କରାଇଛନ୍ତି । ନୂଆ ବିଚାରପତିଙ୍କ ଶପଥ ଗ୍ରହଣ ପରେ ଓଡ଼ିଶା ହାଇକୋର୍ଟରେ ବିଚାରପତିଙ୍କ ସଂଖ୍ୟା ୨୧କୁ ବୃଦ୍ଧି ପାଇଛି । କୋଭିଡ୍‌ କଟକଣା ଯୋଗୁଁ ଶପଥଗ୍ରହଣ […]
Read More...

Advertisement