orange warning district in odisha
ଓଡ଼ିଶା  ପାଣିପାଗ 

ଆସୁଛି ବାତ୍ୟା, ୧୦ ଜିଲ୍ଲାକୁ ଅରେଞ୍ଜ ୱାର୍ଣିଂ ଜାରି

ଆସୁଛି ବାତ୍ୟା, ୧୦ ଜିଲ୍ଲାକୁ ଅରେଞ୍ଜ ୱାର୍ଣିଂ ଜାରି ଭୁବନେଶ୍ୱର: ଡିସେମ୍ବର ୦୧: ବଙ୍ଗୋପସାଗରରେ ବାତ୍ୟା ସମ୍ଭାବନା । ଆଣ୍ଡାମାନ ସାଗରରେ ସକ୍ରିୟ ହେଉଛି ଲଘୁଚାପ। ଉତ୍ତର-ପଶ୍ଚିମ ଦିଗରେ ଗତିକରି ୨ ତାରଖରେ ଅବପାତ ଓ ଆଗାମୀ ୨୪ ଘଣ୍ଟାରେ କେନ୍ଦ୍ରୀୟ ବଙ୍ଗୋପସାଗରରେ ବାତ୍ୟା ରୂପ ନେଇପାରେ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଏହାର ପ୍ରଭାବରେ କାଲିଠୁ ଓଡିଶାର ପାଗରେ ପରିବର୍ତ୍ତନ ଆସିପାରେ । ପୁରୀ, ଜଗତସିଂପୁର, ଗଞ୍ଜାମ ଓ ଗଜପତିରେ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଏହାସହ ଗଞ୍ଜାମ, ଗଜପତି, ପୁରୀ, […]
Read More...
ଓଡ଼ିଶା 

ଲଗାଣ ବର୍ଷା ସକାଶେ ୨ ଦିନ ସ୍କୁଲ ଛୁଟି

ଲଗାଣ ବର୍ଷା ସକାଶେ ୨ ଦିନ ସ୍କୁଲ ଛୁଟି ଭୁବନେଶ୍ୱର: ସେପ୍‌ଟେମ୍ବର ୧୩: ତିନି ଦିନ ହେବ ରାଜ୍ୟରେ ଲଗାତାର ବର୍ଷା ଜାରି ରହିଛି । ରାସ୍ତାଘାଟ ଓ ଘରମାନଙ୍କରେ ପାଣି ପଶି ଆଣ୍ଠୁଏ ହେଲାଣି । ଏହି ପରିସ୍ଥିତିକୁ ଦେଖି ଆଜି ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ୧୨ ଜିଲ୍ଲାମାନଙ୍କରେ ୨ ଦିନ ପାଇଁ ସ୍କୁଲ ଛୁଟି ଘୋଷଣା କରିଛନ୍ତି । ସେହି ଜିଲ୍ଲାଗୁଡ଼ିକ ହେଉଛି-ଖୋର୍ଦ୍ଧା, କଟକ, ପୁରୀ, କେନ୍ଦ୍ରାପଡ଼ା, ନୟାଗଡ଼, ଢ଼େଙ୍କାନାଳ, ଜଗତସିଂହପୁର, ସମ୍ବଲପୁର, ଦେବଗଡ଼, ବରଗଡ଼, ଅନୁଗୁଳ ଓ ସୋନପୁର । […]
Read More...

Advertisement