OPSC Exam
ଓଡ଼ିଶା 

ନାକଚ ହେଲା ୭୦୩୯ ଓପିଏସସି ଆବେଦନ ପତ୍ର

ନାକଚ ହେଲା ୭୦୩୯ ଓପିଏସସି ଆବେଦନ ପତ୍ର ଭୁବନେଶ୍ୱର: ଜୁଲାଇ ୧୩: ଓପିଏସସି ଆଶାୟୀଙ୍କୁ ବଡ ଝଟକା । ଛୋଟ ତ୍ରୁଟି ପାଇଁ ହେଇଗଲା ଦରଖାସ୍ତ ବାତିଲ । ରାଜ୍ୟର ୭୦୩୯ ଜଣ ଓଡ଼ିଶା ସିଭିଲ୍‌ ସର୍ଭିସ୍‌ ଆଶାୟୀ ଦେଇ ପାରିବେନି ପରୀକ୍ଷା । କାରଣ କମିସନ୍‌ ଏମାନଙ୍କ ଫର୍ମକୁ ନାକଚ କରିଦେଇଛନ୍ତି । ତେବେ ତ୍ରୁଟି ସୁଧାରିବା ଲାଗି ଦ୍ୱିତୀୟ ସୁଯୋଗ ମିଳୁ ବୋଲି ଦାବି କରିଛନ୍ତି ଆଶାୟୀ । ପୂର୍ବତନ ଓପିଏସସି ଅଧ୍ୟକ୍ଷଙ୍କ କହିବା ଅନୁସାରେ, କମିଶନ ନିଜେ ଚାହିଁଲେ ଦ୍ୱିତୀୟ ସୁଯୋଗ […]
Read More...
ଜିଲ୍ଲା  ଓଡ଼ିଶା 

ଭବାନୀପାଟଣାରେ ‘ଓପିଏସ୍‌ସି’ ପରୀକ୍ଷା କେନ୍ଦ୍ର ହେବ

ଭବାନୀପାଟଣାରେ ‘ଓପିଏସ୍‌ସି’ ପରୀକ୍ଷା କେନ୍ଦ୍ର ହେବ ଭବାନୀପାଟଣା : ଭବାନୀପାଟଣାରେ ଓଡ଼ିଶା ଲୋକସେବା ଆୟୋଗ ଦ୍ୱାରା ପରିଚାଳିତ ପରୀକ୍ଷା ପାଇଁ ଏକ ପରୀକ୍ଷା କେନ୍ଦ୍ର କରିବାକୁ ‘ଅଲ୍‌ ଓଡିଶା ସିଡୁ୍ୟଲ କାଷ୍ଟ ଫେଡେରେସନ’ କଳାହାଣ୍ଡି ଶାଖା ପକ୍ଷରୁ ରାଜ୍ୟ ସରକାରଙ୍କୁ ଦାବି କରାଯାଇଥିଲା । ସଙ୍ଗଠନ ପକ୍ଷରୁ ଏ ନେଇ ଆୟୋଗର କମିସନରଙ୍କୁ ଏକ ଚିଠି ଲେଖି ଅନୁରୋଧ କରାଯାଇଥିଲା । କଳାହାଣ୍ଡି ବିଶ୍ୱବିଦ୍ୟାଳୟ, ସରକାରୀ କୃଷି ମହାବିଦ୍ୟାଳୟ, ଇଂଜିନିୟରିଂ କଲେଜ ସମେତ ଅନେକ ବେସରକାରୀ ଶିକ୍ଷାୟତନ ଥିବାରୁ ଏଠାରେ ପରୀକ୍ଷା କେନ୍ଦ୍ର କରିବାରେ […]
Read More...

Advertisement