Opposition parties
ରାଜନୀତି  ଦେଶ- ବିଦେଶ 

ଶୀତ ଅଧିବେଶନ ଶେଷ ଯାଏ ଧାରଣାରେ ବସିବେ ନିଲମ୍ବିତ ସାଂସଦ

ଶୀତ ଅଧିବେଶନ ଶେଷ ଯାଏ ଧାରଣାରେ ବସିବେ ନିଲମ୍ବିତ ସାଂସଦ ଦିଲ୍ଲୀ: ଡିସେମ୍ବର ୦୧: ଶୀତକାଳୀନ ଅଧିବେଶନ ଆରମ୍ଭ ହେବା ପୂର୍ବରୁ ରାଜ୍ୟସଭା ଗୃହରେ ଗଣ୍ଡଗୋଳ କରିବା ଅଭିଯୋଗରେ ୧୨ ଜଣ ସାଂସଦଙ୍କୁ ନିଲମ୍ବିତ କରାଯାଇଥିଲା । ଏହି ଘଟଣା ଦିନକୁ ଦିନ ତୀବ୍ର ରୂପ ନେବାରେ ଲାଗିଛି । ନିଲମ୍ବିତ ହୋଇଥିବା ଟିଏମସିର ଦୁଇ ସାଂସଦ ଡୋଲା ସେନ ଓ ଶାନ୍ତା ଛେତ୍ରୀ ସଂସଦର ଶୀତ ଅଧିବେଶନ ଶେଷ ହେବା ଯାଏ ଗାନ୍ଧି ମୂର୍ତ୍ତି ତଳେ ଧାରଣାରେ ବସିବେ ବୋଲି ପ୍ରକାଶ କରିଛନ୍ତି । ଏହାହସିତ ସେମାନେ […]
Read More...

Advertisement