online shopping
Feature 

୪୧ ହଜାର ଟଙ୍କିଆ ଖଟିଆ

୪୧ ହଜାର ଟଙ୍କିଆ ଖଟିଆ ଦିଲ୍ଲୀ : ସେପ୍‌ଟେମ୍ବର ୧: ଗୋଟିଏ ସାଧାରଣ ଖଟିଆର ମୂଲ୍ୟ ୪୧ ହଜାର ଟଙ୍କା । କଥାଟି ଶୁଣିବାକୁ ଟିକେ ଅଜବ ଲାଗିଲେ ମଧ୍ୟ ସତ । ୪୧ ହଜାରରେ ଗୋଟିଏ ଭଲ ଖଟ କିଣାଯାଇପାରିବ । କିନ୍ତୁ ଏହି ମୂଲ୍ୟରେ ଏକ ଖଟିଆ କିଣିବାକୁ କିଏ କାହିଁ ଚାହିଁବ ? ତେବେ ଘଟଣାଟି ଆମ ଦେଶର ନୁହେଁ । ନୁ୍ୟଜିଲାଣ୍ଡର ଏକ ଅନ୍‌ଲାଇନ୍‌ େୱବ୍‌ସାଇଟ୍‌ରେ ଏକ ଖଟିଆର ଦାମ ରହିଛି ୪୧ ହଜାର । ଭାରତରେ […]
Read More...
ବାଣିଜ୍ୟ 

ଆମାଜନ ଓ ଫ୍ଲିପ୍‌କାର୍ଟ ବିରୋଧରେ ବନ୍ଦ ହେବ ନାହିଁ ସିସିଆଇ ତଦନ୍ତ: ସୁପ୍ରିକୋର୍ଟ

ଆମାଜନ ଓ ଫ୍ଲିପ୍‌କାର୍ଟ ବିରୋଧରେ ବନ୍ଦ ହେବ ନାହିଁ ସିସିଆଇ ତଦନ୍ତ: ସୁପ୍ରିକୋର୍ଟ ଭୁବନେଶ୍ୱର: ଅଗଷ୍ଟ ୯:ଅନ୍‌ଲାଇନ ସପିଂ କମ୍ପାନୀ ଆମାଜନ ଓ ଫ୍ଲିପ୍‌କାର୍ଟ ବିରୋଧରେ ଚାଲୁଥିବା ସିସିଆଇ (କମ୍ପିଟିସନ୍‌ କମିଶନ ଅଫ୍‌ ଇଣ୍ଡିଆ) ତଦନ୍ତ ପୂର୍ବ ଭଳି ଜାରି ରହିବ ବୋଲି ଆଜି ସୁପ୍ରିମକୋର୍ଟ କହିଛି । ଏହି ଦ୍ୱୟ କମ୍ପାନୀ, ସିସିଆଇ ତଦନ୍ତରେ ରୋକ ଲଗାଇବାକୁ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଦୁଇ କମ୍ପାନୀ, ଆଣ୍ଟି କମିଶନ ଚୁକ୍ତି ଅମାନ୍ୟ କରିଥିବାରୁ ସିସିଆଇ ତଦନ୍ତ କରୁଛି । ପୂର୍ବରୁ ଆମାଜନ ଓ ଫ୍ଲିପ୍‌କାର୍ଟ ସିସିଆଇ ତଦନ୍ତ ଉପରେ ରୋକ […]
Read More...

Advertisement