Online FL sale in Odisha
ଓଡ଼ିଶା 

ରବିବାର ଠାରୁ ଅନଲାଇନରେ ମିଳିବ ମଦ; ହୋମ ଡେଲିଭରି ଓ ଡିଜିଟାଲ ପେମେଣ୍ଟକୁ ଗୁରୁତ୍ୱ

ରବିବାର ଠାରୁ ଅନଲାଇନରେ ମିଳିବ ମଦ; ହୋମ ଡେଲିଭରି ଓ ଡିଜିଟାଲ ପେମେଣ୍ଟକୁ ଗୁରୁତ୍ୱ Reported by Samir Kar ଭୁବନେଶ୍ୱର: ମେ ୨୩: ମଦ ପିଉଥିବା ଲୋକଙ୍କ ପାଇଁ ଖୁସି ଖବର । ଆସନ୍ତା କାଲି ଠାରୁ ଅର୍ଥାତ ମେ ୨୪ ତାରିଖରୁ ଅନ୍‌ଲାଇନରେ ମିଳିବ ମଦ । ଆସନ୍ତାକାଲି ଠାରୁ ମଦର ହୋମ୍‌ ଡେଲିଭରିକୁ ଅନୁମତି ଦେଇଛନ୍ତି ରାଜ୍ୟ ସରକାର । ତେବେ କାଉଣ୍ଟରରେ ମଦ ବିକ୍ରି ପାଇଁ ମିଳିନି ଅନୁମତି । ଓଡିଶା ଅବକାରୀ ନିୟମ-୨୦୧୭ ରେ ସଂଶୋଧନ କରାଯାଇଛି । ଏଣିକି ରାଜ୍ୟର ସମସ୍ତ ଲାଇସେନ୍ସ ପ୍ରାପ୍ତ ଠିପି […]
Read More...

Advertisement