Online Exam for BPUT
ଓଡ଼ିଶା 

ଅନଲାଇନରେ ହେବ ବିପିୟୁଟି ପରୀକ୍ଷା

ଅନଲାଇନରେ ହେବ ବିପିୟୁଟି ପରୀକ୍ଷା ଭୁବନେଶ୍ୱର : ଜୁନ ୧୨:ଅନଲାଇନରେ ହେବ ବିପିୟୁଟି ପରୀକ୍ଷା ।ଏନେଇ ବିଧିବଦ୍ଧଭାବେ ନିଷ୍ପତ୍ତି ହୋଇଛି । ନିଷ୍ପତ୍ତି ଅନୁଯାୟୀ ଅନଲାଇନରେ ଇଂଜିନିୟରିଂ କଲେଜର ଅଷ୍ଟମ ସେମିଷ୍ଟାର ପରୀକ୍ଷା ହେବ । ଜୁଲାଇ ପ୍ରଥମରୁ ଦ୍ୱିତୀୟ ସପ୍ତାହ ଭିତରେ ଅନଲାଇନରେ ଏହି ପରୀକ୍ଷା କରାଯିବ । ଯେଉଁମାନେ ଅନଲାଇନରେ ପରୀକ୍ଷା ଦେବେନାହିଁ ,ସେମାନେ କଲେଜ ଖୋଲିବା ପରେ ଅଫ ଲାଇନରେ ପରୀକ୍ଷା ଦେଇପାରିବେ ବୋଲି କୁହାଯାଇଛି । ଅନ୍ୟପକ୍ଷରେ କରୋନା ସ୍ଥିତିକୁ ନଜରରେ ରଖି ଉଚ୍ଚ ଶିକ୍ଷା ବିଭାଗ […]
Read More...

Advertisement